ETV Bharat / state

ଆଦର୍ଶ ବିଦ୍ୟାଳୟ ବିବାଦ ନେଇ ୧୨୭ ଦିନରେ ଧାରଣା - ବାଲେଶ୍ଵର ଆଦର୍ଶ ବିଦ୍ୟାଳୟ ବିବାଦ

ବାଲେଶ୍ଵର ଜିଲ୍ଲାର ବାହାନାଗା ବ୍ଲକ ଆଗରେ ଆଦର୍ଶ ବିଦ୍ୟାଳୟ ନିର୍ମାଣକୁ ନେଇ ଧାରଣା ଆଜକୁ ୧୨୭ ଦିନ ହେବ ଚାଲିଛି । ଯାହାକୁ ନେଇ ସାଧାରଣ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ

ଆଦର୍ଶ ବିଦ୍ୟାଳୟ ବିବାଦ ନେଇ ୧୨୭ ଦିନରେ ଧାରଣା

author img

By

Published : Dec 31, 2021, 10:28 PM IST

ବାଲେଶ୍ଵର: ଜିଲ୍ଲାର ବାହାନାଗା ବ୍ଲକ ଆଗରେ ଆଦର୍ଶ ବିଦ୍ୟାଳୟ ନିର୍ମାଣକୁ ନେଇ ଧାରଣା ଆଜକୁ ୧୨୭ ଦିନ ହେବ ଚାଲିଛି । ଯାହାକୁ ନେଇ ସାଧାରଣ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଆଦର୍ଶ ବିଦ୍ୟାଳୟ ବିବାଦ ନେଇ ୧୨୭ ଦିନରେ ଧାରଣା
ସୂଚନା ଅନୁସାରେ, ଏହି ବ୍ଲକ ସଠି ଗ୍ରାମରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ଓ ଟେଣ୍ଡର ସରିଥିଲା । ମାତ୍ର ସେହି ସ୍ଥାନରୁ ଉଠାଇ ଅନ୍ୟ ଏକ ସ୍ଥାନରେ ବିଦ୍ୟାଳୟ ନିର୍ମାଣକୁ ବିରୋଧ କରାଯାଇଥିଲା । ଯାହାକୁ ନେଇ ଦୀର୍ଘ ୪ ମାସରୁ ଅଧିକ ସମୟ ଧରି ବ୍ଲକ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣାରେ ବସିଛନ୍ତି କିଛି ଗ୍ରାମବାସୀ । ଦାବି ପୂରଣ ନହେବା ଯାଏଁ ଏମିତି ଆନ୍ଦୋଳନ ଚାଲିବ ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.