ETV Bharat / state

ମେଡିକାଲ ବୁଲିଲେ ‘ମୋ ସରକାର’ର ବାଲେଶ୍ଵର ନୋଡାଲ ଅଫିସର - ବାଲେଶ୍ଵର ନୋଡାଲ ଅଫିସର

ଆଜି ବାଲେଶ୍ବର ଜିଲ୍ଲା ଗସ୍ତରେ ଆସି ସରକାରୀ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନ କରିଛନ୍ତି ଜାମିନି ଷଡ଼ଙ୍ଗୀ । ଓଡିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶିକା ତଥା ମୋ ସରକାରର ଜିଲ୍ଲା ପାଇଁ ନୋଡାଲ ଅଫିସର ଅଛନ୍ତି ଜାମିନି ଷଡ଼ଙ୍ଗୀ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 29, 2019, 3:10 PM IST

ବାଲେଶ୍ବର: ଆଜି ବାଲେଶ୍ବର ଜିଲ୍ଲା ଗସ୍ତରେ ଆସି ସରକାରୀ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନ କରିଛନ୍ତି ଜାମିନି ଷଡ଼ଙ୍ଗୀ । ଓଡିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶିକା ତଥା ମୋ ସରକାରର ଜିଲ୍ଲା ପାଇଁ ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି ଜାମିନି ଷଡ଼ଙ୍ଗୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ଏହି ପରିଦର୍ଶନ ସମୟରେ ମେଡ଼ିକାଲର ବିଭିନ୍ନ ବିଭାଗ, ଓ୍ବାର୍ଡ ଓ ପରିସରର ସ୍ଥିତି ଯାଞ୍ଚ କରିଛନ୍ତି । ବାଲେଶ୍ବର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ସିଡିଏମଓ ଡାକ୍ତର ବାନାର୍ଜୀ ପ୍ରସାଦ ଚକ୍ରବର୍ତ୍ତୀ, ମେଡିକାଲ କଲେଜ ଡିନ୍ ଡାକ୍ତର ପ୍ରତାପ ଚନ୍ଦ୍ର ରଥ, ଡିପିଏମ ପ୍ରଭୁ ପ୍ରତ୍ୟନ୍ତ ପତି ଓ ହସପିଟାଲ ମ୍ୟାନେଜର ଦେବସ୍ମିତା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଓଡିଶା ରାଜ୍ୟ ମେଡିକାଲ କର୍ପୋରେସନ ଲିମିଟେଡ଼ ର ପରିଚାଳନା ନିର୍ଦ୍ଦେଶିକା ତଥା ମୋ ସରକାର ର ବାଲେଶ୍ବର ଜିଲ୍ଲା ପାଇଁ ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଥିବା ଜାମିନି ଷଡ଼ଙ୍ଗୀ ,ଆଜି ବାଲେଶ୍ବର ଜିଲ୍ଲା ଗସ୍ତରେ ଆସି ସରକାରୀ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନ କରିଛନ୍ତି ।ଶ୍ରୀମତୀ ଷଡ଼ଙ୍ଗୀ ମେଡ଼ିକାଲ ର ବିଭିନ୍ନ ବିଭାଗ, ଓ୍ବାର୍ଡ ଓ ପରିସରର ସ୍ଥିତ ଯାଞ୍ଚ କରିଛନ୍ତି ।ବାଲେଶ୍ବର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ସିଡିଏମଓ ଡାକ୍ତର ବାନାର୍ଜୀ ପ୍ରସାଦ ଚକ୍ରବର୍ତ୍ତୀ, ମେଡିକାଲ କଲେଜ ଡିନ ଡାକ୍ତର ପ୍ରତାପ ଚନ୍ଦ୍ର ରଥ,ଡିପିଏମ ପ୍ରଭୁପ୍ରତ୍ଯନ୍ତ ପତି ଓ ହସପିଟାଲ ମ୍ଯାନେଜର ଦେବସ୍ମିତା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.