ETV Bharat / state

ଡାକ୍ତର ପୁଅ ପାଇଁ ମା' ହନ୍ତସନ୍ତ, ଜିଲ୍ଲାପାଳଙ୍କୁ ଜଣାଇଲେ ଦୁଃଖ

ଜିଲ୍ଲାପାଳଙ୍କୁ ଆଜି ଭେଟିଛନ୍ତି ଜଣେ ଅସହାୟ ମା'। ବର୍ଦ୍ଧନପୁର ଅଞ୍ଚଳର ପ୍ରଭାବତୀ ପଣ୍ଡାଙ୍କ ବଡ଼ ପୁଅ ଜଣେ ଡାକ୍ତର। ପ୍ରଭାବତୀଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ଡାକ୍ତର ପୁଅ ତାଙ୍କର କୌଣସି ସମସ୍ୟା ବୁଝୁ ନଥିବା ସେ କହିଛନ୍ତି।

ଡାକ୍ତରୀ ପୁଅ କରୁଛି ମା'କୁ ହନ୍ତସନ୍ତ, ଜିଲ୍ଲାପାଳଙ୍କୁ ଜଣାଇଲେ ଦୁଃଖ

author img

By

Published : Nov 24, 2020, 2:53 PM IST

ବାଲେଶ୍ଵର: ଜିଲ୍ଲାପାଳଙ୍କୁ ଆଜି ଭେଟିଛନ୍ତି ଜଣେ ଅସହାୟ ମା'। ବଡ଼ ପୁଅ ବୋହୂ ଅବହେଳା କରୁଥିବା ଅଭିଯୋଗ କରିଛନ୍ତି। ବର୍ଦ୍ଧନପୁର ଅଞ୍ଚଳର ପ୍ରଭାବତୀ ପଣ୍ଡାଙ୍କ ବଡ଼ ପୁଅ ଜଣେ ଡାକ୍ତର । ପ୍ରଭାବତୀଙ୍କ ସ୍ବାମୀଙ୍କ ଦେହାନ୍ତ ପରେ ଡାକ୍ତର ପୁଅ ତାଙ୍କର କୌଣସି ସମସ୍ୟା ବୁଝୁ ନଥିବା ସେ କହିଛନ୍ତି ।

ଡାକ୍ତରୀ ପୁଅ କରୁଛି ମା'କୁ ହନ୍ତସନ୍ତ, ଜିଲ୍ଲାପାଳଙ୍କୁ ଜଣାଇଲେ ଦୁଃଖ

ସାନପୁଅ ଏକ ଇନଷ୍ଟିଚ୍ୟୁଟ କରି ଚଳୁଥିବା ବେଳେ କୋରୋନା କାରଣରୁ ସବୁ ବନ୍ଦ ଥିବାରୁ ଚଳିବା କଷ୍ଟକର ହେଉଛି। ଏମିତି ପରିସ୍ଥିତିରେ ବାଲେଶ୍ଵର ସହରରେ ଘରଭଡ଼ା ନେଇ ସାନପୁଅ ପାଖରେ ଏବେ ପ୍ରଭାବତୀ ରହୁଛନ୍ତି। ଗାଁରେ ଥିବା ନିଜ ଘରେ ଡାକ୍ତର ପୁଅ ସେଠାରେ ହଇରାଣ କରୁଥିବା ପ୍ରଭାବତୀ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.