ETV Bharat / state

ଶେଖ ମୁର୍ସିଦଙ୍କ 1850କିମି ସାଇକେଲ ଯାତ୍ରା, ଲକ୍ଷ୍ୟ ଅଜମେର ଶରିଫ ଦରଘା

ସାଇକେଲରେ ପ୍ରାୟ 1850 କିଲୋମିଟର ଯାତ୍ରା କରି ରାଜସ୍ଥାନର ଅଜମେର ଶରିଫ ଦରଘାକୁ ଯିବାର ଲକ୍ଷ୍ୟ ନେଇ କେନ୍ଦ୍ରାପଡ଼ାରୁ ବାହାରିଛନ୍ତି ଶେଖ ମୁର୍ସିଦ (42)। ଅଧିକ ପଢନ୍ତୁ...

author img

By

Published : Feb 7, 2021, 6:22 PM IST

ସାଇକେଲରେ ଅଜମେର ଶରିଫ ଦରଘାକୁ ଯିବା ଲକ୍ଷରେ ଶେଖ ମୁର୍ସିଦ

ବାଲେଶ୍ବର: ସାଇକେଲରେ ରାଜସ୍ଥାନର ଅଜମେର ଶରିଫ ଦରଘାକୁ ଯିବା ଲକ୍ଷ୍ୟରେ ଶେଖ ମୁର୍ସିଦ । 1850 କିଲୋମିଟର ଯାତ୍ରା ଲକ୍ଷ୍ୟରେ କେନ୍ଦ୍ରାପଡ଼ାରୁ ବାହାରିଛନ୍ତି ଶେଖ ମୁର୍ସିଦ (42)।

କେନ୍ଦ୍ରାପଡ଼ା ଜିଲ୍ଲା ଜୟପୁରା ଅଞ୍ଚଳରୁ ଗତ 4 ତାରିଖରେ ବାହାରିଥିଲେ ମୁର୍ସିଦ । 7 ତାରିଖରେ ବାଲେଶ୍ଵରରେ ପହଞ୍ଚି ଭୁଜାଖିଆ ପୀର ବାବାଙ୍କ ଆଶୀର୍ବାଦ ନେବାପରେ ସେ ପୁଣି ଗନ୍ତବ୍ୟ ସ୍ଥଳକୁ ବାହାରିଥିଲେ ।

ରାଜସ୍ଥାନରେ ଯିବା ରାସ୍ତାରେ ସେ ବିଭିନ୍ନ ମଜାରରେ ପହଞ୍ଚି ପିର ବାବାଙ୍କ ଦର୍ଶନ କରି ଆଗକୁ ଯାତ୍ରା କରିବେ ବୋଲି ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.