ETV Bharat / state

ଲୁକ୍କାୟିତ ପ୍ରତିଭାଙ୍କୁ ପ୍ରସ୍ଫୁଟିତ କରାଇବ ସାଇଫିଏଷ୍ଟା - ଲୁକ୍କାୟିତ ପ୍ରତିଭାଙ୍କୁ ଆଗକୁ ଆଣିବ ସାଇଫିଏଷ୍ଟା

ଲୁକାୟିତ ପ୍ରତିଭାମାନଙ୍କୁ ପ୍ରସ୍ଫୁଟିତ କରାଇବ ସାଇଫିଏଷ୍ଟା । ଆସନ୍ତା 9 ତାରିଖରେ ବାଲେଶ୍ବର ଟାଉନହଲରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ଲୁକ୍କାୟିତ ପ୍ରତିଭାଙ୍କୁ ଆଗକୁ ଆଣିବ ସାଇଫିଏଷ୍ଟା

author img

By

Published : Mar 3, 2021, 11:55 AM IST

ବାଲେଶ୍ଵର: ବାଲେଶ୍ବର ତଥା ଉତ୍ତର ଓଡିଶାରେ ଲୁକାୟିତ ପ୍ରତିଭାମାନଙ୍କୁ ପ୍ରସ୍ଫୁଟିତ କରାଇବା ଉଦ୍ଦେଶ୍ୟରେ ଆସନ୍ତା 9 ତାରିଖ ଟାଉନ ହଲରେ ସାଇଫିଏଷ୍ଟା ଅନୁଷ୍ଠିତ ହେବ। ଏନେଇ ଅନୁଷ୍ଠାନର ସଭାପତି ବେଣୁମାଧବ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି।

ଲୁକ୍କାୟିତ ପ୍ରତିଭାଙ୍କୁ ଆଗକୁ ଆଣିବ ସାଇଫିଏଷ୍ଟା

ତେବେ ଏହି କାର୍ଯ୍ୟକ୍ରମ ପାଇଁ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ଚଳିତବର୍ଷ କୋଭିଡ କଟକଣା ପାଇଁ ଅନଲାଇନ ଜରିଆରେ ପ୍ରତିଭା ଚୟନ କରାଯିବ। ଯେଉଁ ପିଲାମାନେ ପ୍ରତିଭା ଥିବା ସତ୍ୱେ ଅଭାବ ଯୋଗୁଁ ଆଗକୁ ବଢି ପାରୁନାହାନ୍ତି ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସହଯୋଗ କରାଯିବ ବୋଲି କୁହାଯାଇଛି। ସେହିପରି ପଞ୍ଜୀକରଣ ପ୍ରକ୍ରିୟା ସମ୍ପୁର୍ଣ୍ଣ ମାଗଣା ବୋଲି ସାଧାରଣ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ପ୍ରକାଶ କରିଛନ୍ତି।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.