ETV Bharat / state

ଆଜିଠୁ 10 ଦିନ ଗ୍ରାମୀଣ ବାଣିଜ୍ୟମେଳା, କେନ୍ଦ୍ରମନ୍ତ୍ରୀ କଲେ ଉଦଘାଟନ - କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ

ନୋସି ବିଜିନେସ ପାର୍କରେ ଗ୍ରାମୀଣ ବାଣିଜ୍ୟ ମେଳାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଉଦଘାଟନ କରିଛନ୍ତି । ଏହି ମେଳା ଆଜିଠାରୁ 10 ଦିନ ପର୍ଯ୍ୟନ୍ତ ଚାଲିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 15, 2019, 8:52 PM IST

ବାଲେଶ୍ବର: ବାମପଦାର ନୋସି ବିଜିନେସ ପାର୍କରେ ଗ୍ରାମୀଣ ବାଣିଜ୍ୟ ମେଳାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଉଦଘାଟନ କରିଛନ୍ତି । ଏହି ମେଳା ଆଜିଠାରୁ ଆରମ୍ଭ ହୋଇ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ଚାଲିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଆଜିଠାରୁ 10 ଦିନ ଯାଏ ଚାଲିବାକୁ ଥିବା ଏହି ମେଳାରେ ବିଭିନ୍ନ ପ୍ରକାର ଗ୍ରାମୀଣ କାରୁକାର୍ଯ୍ୟ ପ୍ରଦର୍ଶିତ ହୋଇଥିଲା। 120ଟି ଷ୍ଟଲରେ ଜଉ କଣ୍ଢେଇ, ମାଟି ଶଙ୍ଖ, କାଠରେ ତିଆରି ଘରକରଣା ଜିନିଷ, ପଥର କାରୁକାର୍ଯ୍ୟ ଆଦି ପ୍ରଦର୍ଶିତ ହୋଇଛି। ବିଶେଷ ଭାବେ ହସ୍ତତନ୍ତ, ଖଦି ଓ ଗ୍ରାମାଞ୍ଚଳରେ ପ୍ରସ୍ତୁତ ଜିନିଷପତ୍ର ଏଠାରେ ଉପଲବ୍ଧ ଥିବା ଦେଖିବାକୁ ମିଳିଛି। ଆସନ୍ତା 24 ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳାରେ ବିଭିନ୍ନ ପ୍ରକାର ତାଲିମ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। କେନ୍ଦ୍ରମନ୍ତ୍ରୀଙ୍କ ସହ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ବାମପଦା ସ୍ଥିତ ନୋସି ବିଜିନେସ ପାର୍କରେ ଆଜିଠାରୁ ଆରମ୍ଭ ହୋଇଛି ଗ୍ରାମୀଣ ବାଣିଜ୍ୟ ମେଳା।

Body:ଏହି ମେଳାକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଉଦଘାଟନ କରିଥିଲେ। ଆଜିଠାରୁ 10 ଦିନ ଯାଏ ଚାଲିବାକୁ ଥିବା ଏହି ମେଳାରେ ବିଭିନ୍ନ ପ୍ରକାର ଗ୍ରାମୀଣ କାରୁକାର୍ଯ୍ୟ ପ୍ରଦର୍ଶିତ ହୋଇଥିଲା। 120 ଟି ଷ୍ଟଲରେ ଜଉ କଣ୍ଢେଇ, ମାଟି ଶଙ୍ଖ, କାଠରେ ତିଆରି ଘର କରଣା ଜିନିଷ, ପଥର କାରୁକାର୍ଯ୍ୟ ଆଦି ପ୍ରଦର୍ଶିତ ହୋଇଛି। ବିଶେଷ ଭାବେ ହସ୍ତତନ୍ତ, ଖଦି ଓ ଗ୍ରାମାଞ୍ଚଳରେ ପ୍ରସ୍ତୁତ ଜିନିଷପତ୍ର ଉପଲବ୍ଧ ଥିବା ଦେଖିବାକୁ ମିଳିଛି।

Conclusion:ଆସନ୍ତା 24 ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳାରେ ବିଭିନ୍ନ ପ୍ରକାର ତାଲିମ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।
ବାଇଟ- ପ୍ରତାପ ଚନ୍ଦ୍ର ଷଡଙ୍ଗୀ(କେନ୍ଦ୍ରମନ୍ତ୍ରୀ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.