ETV Bharat / state

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ, ସାଂସଦଙ୍କ ଆଚରଣକୁ ଚାରିଆଡେ ନିନ୍ଦା

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଅପମାନିତ କରିବା ଘଟଣାରେ ବାଲେଶ୍ବର ସାମ୍ବାଦିକମାନେ ଦୃଢ ନିନ୍ଦା କରି କାର୍ଯ୍ୟାନୁଷ୍ଟାନ ପାଇଁ ଦାବି କରିଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର
author img

By

Published : Nov 8, 2019, 4:06 PM IST

ବାଲେଶ୍ବର: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କାର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ । ଏହାକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମ୍ବାଦିକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବାଲେଶ୍ବରରେ ମଧ୍ୟ ପ୍ରତିବାଦ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ଜିଲ୍ଲାରେ ଶୁକ୍ରବାର ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟରତ ସାମ୍ବାଦିକମାନେ ଏକଜୁଟ ହୋଇ ସାଂସଦଙ୍କ ଏଭଳି ଆଚରଣ ଉପରେ କ୍ଷୁବ୍ଧ ହୋଇଛନ୍ତି ଏବଂ ଦୃଢ ନିନ୍ଦା କରିଛନ୍ତି । ସାମ୍ବାଦିକମାନଙ୍କୁ ବିଭିନ୍ନ ସମୟରେ ଆକ୍ରମଣ କରିବା ଘଟଣାକୁ ନେଇ ସରକାରଙ୍କ ଉଦାସିନତାକୁ ଘୋର ବିରୋଧ କରାଯାଇଛି ।

ସମସ୍ତ ସାମ୍ବାଦିକ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରି ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅପମାନିତ କରିବା ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମ୍ବାଦିକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Body:ସେହିପରି ଆଜି ବାଲେଶ୍ୱରର ସାମ୍ବାଦିକମାନେ ଏକଜୁଟ ହୋଇ ସାଂସଦଙ୍କ ଏମିତି ଆଚରଣ ଉପରେ ଖୁବ୍ଧ ହୋଇଥିଲେ। ସାମ୍ବାଦିକମାନଙ୍କୁ ବିଭିନ୍ନ ସମୟରେ ଆକ୍ରମଣ କରିବା ଘଟଣାକୁ ନେଇ ସରକାରଙ୍କ ଉଦାସୀନତାକୁ ବିରୋଧ କରାଯାଇଥିଲା।

Conclusion:ସମୂହ ସାମ୍ବାଦିକ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରି ଏକ ଦାବିପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।
ବାଇଟ- ସଂଦୀପ୍ତ ଦାସ(ଯୁବ ସାମ୍ବାଦିକ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.