ETV Bharat / state

ବାଲିଆପାଳ ବିଡିଓଙ୍କ ବିରୋଧରେ ତେଜିଲା ସ୍ୱର - ବାଲିପାଳ ବିଡିଓଙ୍କ ଅପମାନ ସୂଚକ ମନ୍ତବ୍ୟ

ଗତ 13 ତାରିଖରେ ପ୍ରବାସୀ ଓଡିଆଙ୍କ ପ୍ରତି ବାଲିଆପାଳ ବିଡିଓ ଅପମାନ ସୂଚକ ମନ୍ତବ୍ୟ ଦେବା ଯୋଗୁଁ ବିଭିନ୍ନ ମହଲରେ ପ୍ରତିବାଦର ସ୍ବର ଉଠିଛି ।

ବାଲିଆପାଳ ବିଡିଓଙ୍କ ବିରୋଧରେ ତେଜିଲା ସ୍ୱର
ବାଲିଆପାଳ ବିଡିଓଙ୍କ ବିରୋଧରେ ତେଜିଲା ସ୍ୱର
author img

By

Published : May 29, 2020, 11:36 AM IST

Updated : May 29, 2020, 12:22 PM IST

ବାଲେଶ୍ବର: ଜିଲ୍ଲା ବାଲିଆପାଳ ବିଡିଓଙ୍କ ବିରୋଧରେ ତେଜିଲା ସ୍ବର । ବାଲେଶ୍ଵର ସିଭିଲ ସୋସାଇଟି ପକ୍ଷରୁ ବିଡିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ବାଲିଆପାଳ ବିଡିଓଙ୍କ ବିରୋଧରେ ତେଜିଲା ସ୍ୱର

ଗତ 13 ତାରିଖରେ ପ୍ରବାସୀ ଓଡିଆଙ୍କ ପ୍ରତି ବାଲିଆପାଳ ବିଡିଓ ଅପମାନ ସୂଚକ ମନ୍ତବ୍ୟ ଦେବା ଯୋଗୁଁ ବିଭିନ୍ନ ମହଲରେ ପ୍ରତିବାଦର ସ୍ବର ଉଠିଛି । ପ୍ରବାସୀମାନଙ୍କ ପ୍ରତି ଏମିତି ବ୍ୟବହାର କରିଥିବା ବିଡ଼ିଓଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ନିଆଯିବ ବୋଲି ସିଭିଲ ସୋସାଇଟି ପ୍ରଶ୍ନ କରିଛି ।

ଉପଯୁକ୍ତ ତଦନ୍ତ ପରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସିଭିଲ ସୋସାଇଟି ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 29, 2020, 12:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.