ETV Bharat / state

ଧାରଣାରୁ ଓହରିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ - ବାଲେଶ୍ବର ମେଡିକାଲ ଅବ୍ୟବସ୍ଥା ଅଭିଯୋଗ

ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ଓହରିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ବୁଧବାର ବାଲେଶ୍ବର ମେଡିକାଲ ଅବ୍ୟବସ୍ଥା ନେଇ ଧାରଣାରେ ବସିଥିଲେ କେନ୍ଦ୍ରମନ୍ତ୍ରୀ ।

Pratap Sarangi called off strike
ଧାରଣାରୁ ଓହରିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ
author img

By

Published : Jan 2, 2020, 12:25 PM IST

ବାଲେଶ୍ବର: ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ଓହରିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ । ବାଲେଶ୍ବର ମେଡିକାଲ ଅବ୍ୟବସ୍ଥା ନେଇ ବୁଧବାର ଧାରଣାରେ ବସିଥିଲେ କେନ୍ଦ୍ରମନ୍ତ୍ରୀ ।

ଧାରଣାରୁ ଓହରିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ

ବାଲେଶ୍ବର ମେଡିକାଲରେ ଡାକ୍ତର ରୋଗୀଙ୍କୁ ପଇସା ମାଗିବା, ନର୍ସିଂହୋମରେ ଚିକିତ୍ସା ପାଇଁ ପରାମର୍ଶ ଦେବା, ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ବେଡସିଟ ନ ବଦଳାଇବା, ମେଡିକାଲ ମ୍ୟାନେଜରଙ୍କ କାର୍ଯ୍ୟରେ ଅବହେଳା ଭଳି ଅଭିଯୋଗ କରି ଧାରଣା ଦେଇଥିଲେ ମନ୍ତ୍ରୀ । ଖବର ପାଇ ଧାରଣାସ୍ଥଳରେ ଜିଲ୍ଲାପାଳ, ଆଡ଼ିସିନାଲ ଏସପି, ସିଡ଼ିଏମଓ, ମେଡିକାଲ କଲେଜ ଅଧିକ୍ଷକ ପହଞ୍ଚିଥିଲେ। ଏହା ପରେ ମନ୍ତ୍ରୀ ସେମାନଙ୍କୁ ହସ୍ପିଟାଲର ପରିଦର୍ଶନ କରାଇ ସତ୍ୟତା ଦେଖାଇଥିଲେ । ମନ୍ତ୍ରୀ କରିଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ମିଳିବା ପରେ ବୁଧବାର ବିଳମ୍ବିତ ରାତିରେ ସେ ଧାରଣା ପ୍ରତ୍ୟାହୃତ କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ବାଲେଶ୍ଵର ମେଡିକାଲର ଅବ୍ୟବସ୍ଥା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଗତକାଲି ଧାରଣା ଦେଇଥିଲେ। ଧାରଣା ସ୍ଥଳରେ ଜିଲ୍ଲାପାଳ, ଆଡ଼ିସିନାଲ ଏସପି, ସିଡ଼ିଏମଓ, ମେଡିକାଲ କଲେଜ ଅଧିକ୍ଷକ ପହଞ୍ଚିଥିଲେ। ମନ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଯେଉଁ ଡାକ୍ତର ରୋଗୀଙ୍କୁ ଟଙ୍କା ମାଗିଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ପ୍ରତିଦିନ ରୋଗୀମାନଙ୍କୁ ପରିଷ୍କାର ବେଡ଼ସିଟ ଯୋଗାଇଦେବାର ପ୍ରତିଶ୍ରୁତି ପରେ ମନ୍ତ୍ରୀ ବିଳମ୍ବିତ ରାତିରେ ଧାରଣାରୁ ଓହରିଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.