ETV Bharat / state

ଆଇଟିଆଇ ପାଚେରୀ ନିର୍ମାଣକୁ ବିରୋଧ - ପାଚେରୀ ନିର୍ମାଣକୁ ବିରୋଧ

ବାଲେଶ୍ବର ସହର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସରକାରୀ ଆଇଟିଆଇର ପାଚେରୀ ନିର୍ମାଣକୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 24, 2019, 3:00 PM IST

ବାଲେଶ୍ବର: ଆଇଟିଆଇ ପାଚେରୀ ନିର୍ମାଣକୁ ବିରୋଧ । ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସରକାରୀ ଆଇଟିଆଇ ନିର୍ମାଣ ହେଉଛି ପାଚେରୀ ଯାହାକୁ ସ୍ଥାନୀୟ ଲୋକେ ଜୋରଦାର ବିରୋଧ କରିଛନ୍ତି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର ସରକାରୀ ଆଇଟିଆଇ ପକ୍ଷରୁ ପାଚେରୀ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଆବେଦନ କରାଯାଇଥିଲା । ସେଥିପାଇଁ ପ୍ରଶାସନ ପକ୍ଷରୁ ପାଚେରୀ ନିର୍ମାଣ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହେବାକୁ ଥିବାବେଳେ ସ୍ଥାନୀୟ ମହିଳା ଓ ପୁରୁଷ ପାଚେରୀ ନିର୍ମାଣକୁ ବିରୋଧ କରିଥିଲେ । ଖବର ପାଇ ଶିଳ୍ପାଞ୍ଚଳ ଥାନା ଆଇଆଇସି ଓ କ୍ରାଇମ ଡିଏସପି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ପୁନଃମାପ କରାଯିବା ପରେ ପାଚେରୀ ନିର୍ମାଣ ହେବ ପ୍ରଶାସନ ପକ୍ଷରୁ କୁହାଯିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ଗ୍ରାମବାସୀଙ୍କ କବଜାରେ ଉଭୟ ଚୋର ଏବଂ ପୋଲିସ | ଦୁଇ ଜଣ ଚୋର ଓ ଚାରି ଜଣ ପୋଲିସକୁ ତାଲା ପକାଇ ଅଟକ ରଖିଲେ ଉତ୍ୟକ୍ତ ଗ୍ରାମବାସୀ | ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଅଇଁଲାଭଟା ଗ୍ରାମରେ | ଚୋରୀ କରୁଥିବା ବେଳେ ଦୁଇ ଚୋରକୁ ଗ୍ରାମବାସୀ କାବୁକରିଥିବା ବେଳେ ଗାଇସିଲେଟ ପୋଲିସକୁ ଖବର ଦେଇଥିଲେ ହେଲେ ଗାଇସିଲେଟ ଥାନାରେ ପୋଲିସ ବାବୁ ମାନେ ଗାଁକୁ ଯିବାପାଇଁ ମନା କରିଦେଇଥିଲେ ଏବଂ ଚୋରମାନଙ୍କୁ ନେଇକି ଥାନାକୁ ପହଞ୍ଚିବା ପାଇଁ କହିଥିଲେ | ହେଲେ ଗ୍ରାମବାସୀ ମଧ୍ୟ ଜିଦ ରେ ଅଡିବସିଥିଲେ ଯେ ପୋଲିସ ନିଜେ ଗାଁକୁ ଆସି ଚୋରମାନଙ୍କୁ ନେଇକି ଯାଉ କିନ୍ତୁ ଦୀର୍ଘ ଘଣ୍ଟା ଧରି ଅପକ୍ଷା କରିବା ପରେ ମଧ୍ୟ ପୋଲିସ ଗାଁକୁ ପହଞ୍ଚିନଥିବାରୁ ଲୋକଙ୍କ ମଧ୍ୟରେ ବଢିଚାଲିଥିଲା ଏବଂ ବହୁ ବିଳମ୍ବରେ ପୋଲିସ ଗ୍ରାମକୁ ଆସିବା ପରେ ଉତ୍ୟକ୍ତ ଗ୍ରାମବାସୀ ଚୋରା ମାନଙ୍କ ସଙ୍ଗେ ପୋଲିସ ମାନଙ୍କୁ ମଧ୍ୟ ସ୍କୁଲ ଭିତରେ ତାଲା ପକାଇ ବନ୍ଦୀ କରିରଖିଥିଲେ |
Body: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ପୋଲିସ ବିଭାଗର ଅବହେଳା ଓ ମନମୁଖୀ କାମ ଯୋଗୁ ଲୋକଙ୍କ ମଧ୍ୟରେ ବଢିଚାଲିଛି ଆକ୍ରୋଶ | ବାରମ୍ବାର ଲୋକଙ୍କୁ ହଇରାଣ ହରକତ କରୁଥିବାରୁ ଚରମ ସୀମାକୁ ପହଞ୍ଚିଛି ଜନସାଧାରଣଙ୍କ ଆକ୍ରୋଶ | ତେବେ ଜନସାଧାରଙ୍କ ଆକ୍ରୋଶ ର ଶିକାର ହୋଇଛି ଗଇସିଲେଟ ପୋଲିସ | ଲେଟ୍ରିନ ର କବାଟ ଚୋରୀ କରୁଥିବା ଦୁଇଟି ଚୋରକୁ ଅଇଁଲାଭଟା ଗ୍ରାମର ଲୋକେ କାବୁ କରି ବାନ୍ଧି ରଖିଥିଲେ ଏବଂ ପୋଲିସ କୁ ଖବର ଦେଇଥିଲେ ହେଲେ ପୋଲିସ ସେଟାକୁ ଯିବାକୁ ପ୍ରଥମେ ମନା କରିଦେଇଥିଲା ଏବଂ ପରେ ବହୁ ବିଳମ୍ବରେ ଯାଇଥିଲା | ଉତ୍ୟକ୍ତ ଗ୍ରାମବାସୀ ଘଟନା ସ୍ଥଳକୁ ପହଞ୍ଚିଥିବା ପୋଲିସ ମାନଙ୍କୁ ଘେରା ବନ୍ଦୀ କରି ପ୍ରଥମେ ବହୁ ଗାଳିଗୁଲଜ କରିଥିଲେ ଏବଂ ଏକ ସ୍କୁଲରେ ଚୋର ମାନଙ୍କ ସହିତ ପୋଲିସ ମାନଙ୍କୁ ମଧ୍ୟ ତାଲା ପକାଇ ରଖିଥିଲେ | ବିଳମ୍ବିତ ରାତିରେ ଗାଁରେ ଏକ ବୈଠକ କରାଯାଇଥିଲା ଏବଂ ପରେ ପୋଲିସ ଗ୍ରାମବାସୀଙ୍କୁ କ୍ଷମା ମାଗିବା ପରେ ଯାଇ ଛଡ଼ାଯାଇଥିଲା | ପୋଲିସ ର ଦାୟିତ୍ଵ ହିନତା କାରଣରୁ କେବଳ ପୋଲିସ ଉପରେ ଲୋକଙ୍କ ଭାରୋଷା ଉଠିବସୁଛି ତାହା ନୁହେଁ ବରଂ ଜନସାଧାରଣଙ୍କ ଆକ୍ରୋଶ ର ଶିକାର ମଧ୍ୟ ହେବାକୁ ପଡୁଛି ପୋଲିସ କୁ | Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.