ETV Bharat / state

ବିଚାରଧୀନ କଏଦୀଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବାଲେଶ୍ବର ନୀଳଗିରି ଥାନାରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ମୃତ୍ୟୁର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ।

author img

By

Published : Jul 10, 2019, 1:49 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ନୀଳଗିରି ଥାନାରେ । ତେବେ ଜେଲ ଭିତରେ ତାଙ୍କର ମୃତ୍ୟୁକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିର୍ଯାତନା ନା ମୃତ୍ୟୁର ଅନ୍ୟ କିଛି କାରଣ ରହିଛି, ତାହା ତଦନ୍ତ ପରେ ଜଣାପଡିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ନୀଳଗିରି ଥାନା ସଜନାଗଡ଼ ଅଞ୍ଚଳ ନୂଆସାହି ଗାଁର ପାଗୁଲ ଖେଣ୍ଡେଇ ନାମକ ବ୍ୟକ୍ତି ମଦ କାରବାର ଅଭିଯୋଗରେ ଜେଲରେ ଥିଲେ । ଗତ 8 ତାରିଖରେ ତାଙ୍କୁ ଗିରଫ କରାଯାଇ ବିଚାରଧୀନ କଏଦୀ ଭାବେ ଜେଲରେ ରଖାଯାଇଥିଲା । ଆଜି ସକାଳେ ପାଗୁଲଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ନୀଳଗିରି ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

Body:ନୀଳଗିରି ଥାନା ସଜନାଗଡ଼ ଅଞ୍ଚଳ ନୂଆସାହି ଗାଁର ପାଗୁଲ ଖେଣ୍ଡେଇ ମଦ କାରବାର ଅଭିଯୋଗରେ ଜେଲରେ ଥିଲେ। ଗତ 8 ତାରିଖ ତାଙ୍କୁ ଗିରଫ କରାଯାଇ ବିଚାରଧୀନ କଏଦୀ ଭାବେ ଜେଲରେ ରଖାଆ ଯାଇଥିଲା।

ଆଜି ସକାଳେ ପାଗୁଳୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ଜେଲ ଭିତରେ ତାଙ୍କୁ ନିର୍ଯାତନା ନା ମୃତ୍ୟୁର ଅନ୍ୟ କିଛି କାରଣ ରହିଛି ତାହା ତଦନ୍ତ ପରେ ଜଣାପଡିବ। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.