ETV Bharat / state

ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

author img

By

Published : Jun 9, 2021, 1:49 PM IST

ବାଲେଶ୍ବର ଜିଲ୍ଲା ସାହାଦା ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବତୀଙ୍କର ମୃତ୍ୟୁ ହେବା ସହ ଅନ୍ୟଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ବାଇକ ଦୁର୍ଘଟଣାରେ ଜଣେ ମୃତ, ଅନ୍ୟ ଗୁରୁତର
ବାଇକ ଦୁର୍ଘଟଣାରେ ଜଣେ ମୃତ, ଅନ୍ୟ ଗୁରୁତର

ବାଲେଶ୍ବର: ଜିଲ୍ଲାରେ ବାଇକ ଦୁର୍ଘଟଣା । ମିଳିଥିବା ସୂଚନା ଅନୁସାରେ ସାରଗାଁ ପଦ୍ମପୁର ଅଞ୍ଚଳର ସୁଚିସ୍ମିତା ଦାସ ନିଜ ସ୍କୁଟିରେ ବାଲେଶ୍ଵର ମେଡିକାଲକୁ ଆସୁଥିଲେ । ପେଟ୍ରୋଲ ପମ୍ପରୁ ତେଲ ପକାଇ ବାହାରୁ ଥିବା ସମୟରେ ଏକ ମୋଟରସାଇକେଲ ସହ ତାଙ୍କର ଧକ୍କା ହୋଇଥିଲା ।

ବାଇକ ଦୁର୍ଘଟଣାରେ ଜଣେ ମୃତ, ଅନ୍ୟ ଗୁରୁତର

ଘଟଣାସ୍ଥଳରେ ସୁଚିସ୍ମିତାଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.