ETV Bharat / state

ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ, ଜଣେ ଗୁରୁତର

ବିଦ୍ୟୁତ ମରାମତିବେଳେ ହଠାତ ବିଦ୍ୟୁତ ଚାର୍ଜ ଯୋଗୁଁ ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ

author img

By

Published : Apr 30, 2022, 8:48 PM IST

Updated : Apr 30, 2022, 9:30 PM IST

ବିଦ୍ୟୁତ ଆଘାତରେ ଜଣେ କର୍ମଚାରୀ ମୃତ ଜଣେ ଗୁରୁତର

ବାଲେଶ୍ବର: ଜିଲ୍ଲାର ସୋର ଗୁଉଡ୍ କେଶଗଢ଼ିଆ ଅଞ୍ଚଳରେ ଏଲ.ଟି ଲାଇନ୍ ଖୁଣ୍ଟ ଉପରେ ଚଢି ବିଦ୍ୟୁତ ସମସ୍ୟା ସଜାଡୁଥିବାବେଳେ ହଠାତ୍ କରେଣ୍ଟ୍ ଆସିଯିବାରୁ ବିଦ୍ୟୁତ୍ ଆଘାତରେ ୨ ଜଣ ବିଦ୍ୟୁତ୍ କର୍ମଚାରୀ ଗୁରୁତର ହୋଇଥିଲେ ।

ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ, ଜଣେ ଗୁରୁତର

ସ୍ଥାନୀୟ ଲୋକ ଉଦ୍ଧାର କରି ୨ ଜଣକୁ ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଜଳେଶ୍ବର ଅଞ୍ଚଳର ପ୍ରଣବ କୁମାର ଜେନାଙ୍କୁ ମୃତ ଘୋଷଣ‍ା କରିଥିଲେ । ଅନ୍ୟ ଜଣେ ଗୁରୁତର ଆହତ ସୁଆଁ ଅଞ୍ଚଳର ଦିଲିପି କୁମାର ସାହୁଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Apr 30, 2022, 9:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.