ETV Bharat / state

ଶୁଦ୍ଧିକ୍ରିୟା ଭୋଜି ଖାଇ ଜଣେ ମୃତ, 15ରୁ ଊର୍ଦ୍ଧ୍ବ ଅସୁସ୍ଥ

ଶୁଦ୍ଧିକ୍ରିୟା ଭୋଜି ଖାଇ ଜଣେ ମୃତ, 15ରୁ ଊର୍ଦ୍ଧ୍ବ ଅସୁସ୍ଥ । ସମସ୍ତ ଗୁରୁତରଙ୍କ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

author img

By

Published : Aug 4, 2019, 2:03 PM IST

Updated : Aug 4, 2019, 4:21 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଔପଦା ଅଞ୍ଚଳରେ ଶୁଦ୍ଧିକ୍ରିୟା ଭୋଜି ଖାଇ ଜଣେ ମୃତ ଓ 15 ଜଣ ଅସୁସ୍ଥ । ତେବେ ସମସ୍ତ ଗୁରୁତର ଚିକିତ୍ସାଧିନ ଥିବାବେଳେ କଟିଆ ସିଂଙ୍କ ମୃତ୍ୟୁ ହୋଇଛି । ଏହା ସହ ସାଗର ନାମକ ଜଣେ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଗୁରୁତରଙ୍କୁ ଖନ୍ତାପଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହା ପରେ 10 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେପଟେ ଈଶ୍ବରପୁରରୁ ମେଡିକାଲ ଗୋଷ୍ଠୀର 3 ଜଣ ଆସି ଘଟଣାର ତଦନ୍ତ ଲାଗି ଗାଁରେ ଆସି ପହଞ୍ଚିଛନ୍ତି ।

ଔପଦ ବ୍ଲକ ଦକ୍ଷିଣନରସିଂହପୁର ପଞ୍ଚାୟତ ବାଇଗଡିଆ ଗାଁର ଦେବେନ୍ଦ୍ରି ସିଂଙ୍କ ବାପା ଘର ଶୁଦ୍ଧିକ୍ରିୟା ଭୋଜି ଦିଆଯାଇଥିଲା । ଯେଉଁଥିରେ ଭୋଜି ଖାଇବାକୁ ଆସି 15 ଜଣଙ୍କ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ଔପଦା ଅଞ୍ଚଳରେ ଭୋଜି ଖାଇ 15ରୁ ଉର୍ଦ୍ଧ୍ୱ ଅସୁସ୍ଥ ହୋଇଥିବା ଜଣାପଡିଛି। ଅସୁସ୍ଥମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

ଔପଦା ବ୍ଲକ ଦକ୍ଷିଣନରସିଂହପୁର ପଞ୍ଚାୟତ ବାଇଗଡ଼ିଆ ଗ୍ରାମରେ ଝାଡ଼ାବାନ୍ତି ରେ 15 ରୁଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ସେମାନଙ୍କୁ ଖନ୍ତାପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ 10 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଗ୍ରାମରେ ଗତ ଶୁକ୍ରବାର ଦିନ ଦେବେନ୍ଦ୍ର ସିଂ ଙ୍କ ବାପା ଶ୍ୟାମ ସିଂ ଙ୍କର ସୁଧିକ୍ରିଆ ରେ ଭୋଜି ଖାଇ ପାଖାପାଖି 15 ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।Conclusion:
Last Updated : Aug 4, 2019, 4:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.