ETV Bharat / state

ଜିଲ୍ଲାପାଳଙ୍କ ଅଫିସ ଆଗରେ ଗର୍ଜିଲେ ଅଙ୍ଗନବାଡି କର୍ମୀ - anganwadi worker protest in balesore

ବାଲେଶ୍ଵର ଜିଲ୍ଲାରେ 20 ଦଫା ଦାବି ନେଇ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ ।

ଜିଲ୍ଲାପାଳଙ୍କ ଅଫିସ ଆଗରେ ଗର୍ଜିଲେ ଅଙ୍ଗନବାଡି କର୍ମୀ
author img

By

Published : Nov 22, 2019, 4:34 PM IST

ବାଲେଶ୍ଵର: ଜିଲ୍ଲାରେ 20 ଦଫା ଦାବି ନେଇ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବାଲେଶ୍ଵର ଷ୍ଟେସନ ଛକରୁ ଏକ ଶୋଭାଯାତ୍ରାରେ ବାହାରି କର୍ମୀ ଓ ସହାୟିକାମାନେ ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚି ପ୍ରତିବାଦ ସଭା କରିଥିବା ଜଣାପଡିଛି ।

20 ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଗର୍ଜିଲେ ଅଙ୍ଗନବାଡି କର୍ମୀ

ଜାତୀୟ ଶିକ୍ଷା ନୀତି ପ୍ରତ୍ୟାହାର କରିବା, ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ପ୍ରାକ ବିଦ୍ୟାଳୟ ଭାବେ ପ୍ରତିଷ୍ଠା କରିବା, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଭଳି ବେତନ ପ୍ରଦାନ କରିବା ଭଳି 20 ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ଅଙ୍ଗନବାଡି କର୍ମୀ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିଭିନ୍ନ ଦାବି ନେଇ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Body:ବାଲେଶ୍ଵର ଷ୍ଟେସନ ଛକରୁ ଏକ ଶୋଭାଯାତ୍ରାରେ ବାହାରି କର୍ମୀ ଓ ସହାୟିକା ମାନେ ଜିଲ୍ଲାପାଳ ଙ୍କ ଅଫିସ ଆଗରେ ପହଞ୍ଚି ପ୍ରତିବାଦ ସଭା କରିଥିଲେ। ଜାତୀୟ ଶିକ୍ଷା ନୀତି ପ୍ରତ୍ୟାହାର କରିବା, ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ପ୍ରାକ ବିଦ୍ୟାଳୟ ଭାବେ ପ୍ରତିଷ୍ଠା କରିବା, ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ହାରରେ ବେତନ ପ୍ରଦାନ କରିବା ଭଳି 20 ଦଫା ଦାବିସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।

Conclusion:ବାଇଟ- ପ୍ରତିଭା ପାଲ(ସଙ୍ଘ ଜିଲ୍ଲା ସଭାପତି)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.