ETV Bharat / state

ତୀର୍ଥଯାତ୍ରୀ ଯୋଜନାରେ ଯାତ୍ରା କଲେ ବରିଷ୍ଠ ନାଗରିକ

author img

By

Published : Dec 13, 2019, 3:16 PM IST

ରାଜ୍ୟ ସରକାରଙ୍କ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା’ରେ ବାଲେଶ୍ୱରରୁ ଆଜି(ଶୁକ୍ରବାର) ହରିଦ୍ୱାର ଓ ଋଷିକେଶ ପାଇଁ ଯାତ୍ରା କରିଛନ୍ତି ବରିଷ୍ଠ ନାଗରିକ ।

old age pilgrimage
ତୀର୍ଥଯାତ୍ରୀ ଯୋଜନାରେ ଯାତ୍ରା କଲେ ବରିଷ୍ଠ ନାଗରିକ

ବାଲେଶ୍ବର: ରାଜ୍ୟ ସରକାରଙ୍କ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା’ରେ ବାଲେଶ୍ୱରରୁ ଆଜି(ଶୁକ୍ରବାର) ହରିଦ୍ୱାର ଓ ଋଷିକେଶ ପାଇଁ ଯାତ୍ରା କରିଛନ୍ତି ବରିଷ୍ଠ ନାଗରିକ ।

ତୀର୍ଥଯାତ୍ରୀ ଯୋଜନାରେ ଯାତ୍ରା କଲେ ବରିଷ୍ଠ ନାଗରିକ

କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ ଓ ଯାଜପୁରରୁ 970 ଜଣ ତୀର୍ଥଯାତ୍ରୀ ଯାତ୍ରା କରିଛନ୍ତି । 6 ଦିନିଆ ତୀର୍ଥ ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟପକ୍ଷେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନାରେ ବାଲେଶ୍ୱରରୁ ଆଜି ହରିଦ୍ୱାର ଓ ଋଷିକେଶ ପାଇଁ ଯାତ୍ରା କରିଛନ୍ତି ବରିଷ୍ଠ ନାଗରିକ।

Body:ବାଲେଶ୍ୱରରେ ଆଜି ତୀର୍ଥ ସ୍ଥଳ ପାଇଁ ଟ୍ରେନ ଲାଗିଥିଲା। କେନ୍ଦୁଝର, ମୟୁରଭଞ୍ଜ, ଭଦ୍ରକ ଓ ଯାଜପୁର ରୁ 970 ଜଣ ତୀର୍ଥଯାତ୍ରୀ ତୀର୍ଥ ପାଇଁ ବାହାରିଛନ୍ତି। 6 ଦିନିଆ ତୀର୍ଥ ଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ ଫ୍ରେନ୍ସ ଜରିଆରେ ତୀର୍ଥଯାତ୍ରୀଙ୍କୁ ଶୁଭେଛା ଜଣାଇଥିଲେ। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

Conclusion:ବାଇଟ1- ତୀର୍ଥଯାତ୍ରୀ
ବାଇଟ2- ଜ୍ୟୋତିପ୍ରକାଶ ପାଣିଗ୍ରାହୀ(ମନ୍ତ୍ରୀ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.