ETV Bharat / state

ନୂଆ ଟ୍ରାଫିକ ନିୟମ, ଲୋକଙ୍କୁ ଗୋଲାପ ବାଣ୍ଟି ସଚେତନ କଲେ ଏସପି - ଡିସେମ୍ବର 1ରୁ ପୁଣିଥରେ ନୂଆ ମୋଟର ଯାନ ଆଇନ ଲାଗୁ

ଆସନ୍ତା ଡିସେମ୍ବର 1 ତାରିଖରୁ ପୁଣି ଥରେ ନୂଆ ମୋଟର ଯାନ ଆଇନ ଲାଗୁ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ଵରରେ ବୁଧବାର ଟ୍ରାଫିକ ସଚେତନତା କରାଯାଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Nov 20, 2019, 4:42 PM IST

ବାଲେଶ୍ବର: ଆସନ୍ତା ଡିସେମ୍ବର 1 ତାରିଖରୁ ପୁଣି ଥରେ ନୂଆ ମୋଟର ଯାନ ଆଇନ କଡାକଡି ଭାବେ ଲାଗୁ ହେବ । 3 ମାସର କୋହଳ ପରେ ପୁଣି ଥରେ ନିୟମ ଲାଗୁ ହେବା ପୂର୍ବରୁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ଲୋକମାନଙ୍କୁ ସଚେତନ କରାଯାଉଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ଵରର ପ୍ରୟାସ ପରିବାର ପକ୍ଷରୁ ବୁଧବାର ଟ୍ରାଫିକ ସଚେତନତା କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ପୋଲିସ ଲାଇନ ଟ୍ରାଫିକ ଛକ ଠାରେ ପ୍ରୟାସ ପରିବାର ପକ୍ଷରୁ ବୁଧବାର ଲୋକମାନଙ୍କୁ ହେଲମେଟ ପିନ୍ଧିବା, ସିଟ ବେଲ୍ଟ ବାନ୍ଧିବା ଓ ଟ୍ରାଫିକ ନିୟମ ମାନିବା ପାଇଁ ଆଦି ଆହ୍ବାନ ଦିଆଯାଇଥିବା ବେଳେ ଯେଉଁମାନେ ଟ୍ରାଫିକ ନିୟମ ମାନିଛନ୍ତି ସେମାନଙ୍କୁ ଗୋଲାପ ଫୁଲ ବଣ୍ଟାଯାଇଛି ।

ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଏସପି ବି ଯୁଗଳ କିଶୋର, ଆରଟିଓ ବିକାଶ ଚୌଧୁରୀ ଅତିଥି ଭାବେ ଯୋଗଦେଇଥିଲେ । ଟ୍ରାଫିକ ଥାନା ଏସଆଇ ପ୍ରଶାନ୍ତ କୁମାର ରଣସିଂ ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.