ETV Bharat / state

କୋଭିଡ ସେଣ୍ଟର ତଦାରଖ କଲେ ସଦର ବିଧାୟକ

author img

By

Published : Apr 17, 2021, 9:36 PM IST

ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ ସେଣ୍ଟର ପରିଦର୍ଶନ କରିଛନ୍ତି ସଦର ବିଧାୟକ ସ୍ବରୂପ ଦାସ । ରୋଗୀଙ୍କ ସମସ୍ୟା ବୁଝିବା ସହ ଉତ୍ତମ ସେବା ଯୋଗାଇଦେବା ଦିଗରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା । ଅଧିକ ପଢନ୍ତୁ....

କୋଭିଡ ସେଣ୍ଟର ତଦାରଖ କଲେ ସଦର ବିଧାୟକ
କୋଭିଡ ସେଣ୍ଟର ତଦାରଖ କଲେ ସଦର ବିଧାୟକ

ବାଲେଶ୍ଵର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁନଃକାର୍ଯ୍ୟକ୍ଷମ ହୋଇଥିବା କୋଭିଡ ସେଣ୍ଟର ପରିଦର୍ଶନ କରିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇଦେବା ବାବଦରେ ଆଲୋଚନା କରିଛନ୍ତି ସଦର ବିଧାୟକ ସ୍ୱରୂପ ଦାସ ।

କୋଭିଡ ସେଣ୍ଟର ତଦାରଖ କଲେ ସଦର ବିଧାୟକ
ବିଧାୟକ ଦାସ କୋଭିଡ ସେଣ୍ଟର ପରିଦର୍ଶନ କରି ରୋଗୀଙ୍କ ପାଇଁ ହୋଇଥିବା ବ୍ୟାପକ ବ୍ୟବସ୍ଥାର ତଦାରଖ କରିଛନ୍ତି । ଏହାସହ ସମସ୍ତ ୱାର୍ଡ, ICU ସେଣ୍ଟର ବୁଲି ଦେଖିଛନ୍ତି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ ସଂଖ୍ୟାର ଅକ୍ସିଜେନ ସିଲିଣ୍ଡର ମହଜୁଦ ରଖିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେବା ସହ ବହୁଗୁଣ ଗ୍ୟାସ ରୁମରୁ ହସ୍ପିଟାଲର ପ୍ରତି କୋଣ ଅନୁକୋଣକୁ କରାଯାଇଥିବା ପାଇପ ଲାଇନ ସଂଯୋଗୀକରଣ, ଟେଷ୍ଟିଂ ଏବଂ ଟୀକାକରଣ ବାବଦରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.