ETV Bharat / state

ପୋଲ ତଳକୁ ଖସିଲା କାର; ଜଣେ ଶିଶୁ ମୃତ, 5 ଗୁରୁତର - ପୋଲ ତଳକୁ ଖସିଲା କାର

ବାଲେଶ୍ଵର ଖନ୍ତାପଡା ଥାନା 16ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ପୋଲ ତଳକୁ ଖସିଲା କାର । ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ 5ଜଣ ଗୁରୁତର ଆହତ ହୋଇଛନ୍ତି ।

ପୋଲ ତଳକୁ ଖସିଲା କାର, ଜଣେ ଶିଶୁ ମୃତ, 5 ଗୁରୁତର
author img

By

Published : Sep 14, 2019, 5:10 PM IST

ବାଲେଶ୍ଵର: ଜିଲ୍ଲା ଖନ୍ତାପଡା ଥାନା 16ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ 5ଜଣ ଗୁରୁତର ଆହତ ହୋଇଛନ୍ତି ।

ପୋଲ ତଳକୁ ଖସିଲା କାର, ଜଣେ ଶିଶୁ ମୃତ, 5 ଗୁରୁତର

ତେବେ ପଣପଣା ଅଞ୍ଚଳର ପ୍ରଫୁଲ୍ଲ ପଲେଇ ଓ ରତ୍ନାକର ପ୍ରଧାନ ଏକ କାର ଯୋଗେ ସ୍ତ୍ରୀ ଓ ପିଲାଙ୍କୁ ନେଇ ବାଲେଶ୍ବର ଯାଉଥିଲେ। ଆଉ ହଠାତ୍ ଜାତୀୟ ରାଜପଥର ଓଳିଆପାଟଣାଠାରେ କାରଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣାରେ ପ୍ରଫୁଲ୍ଲ ପଲେଇଙ୍କ 3 ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନେ ଗୁରୁତର ହୋଇଛନ୍ତି । ଏହାପରେ ସେମାନଙ୍କୁ ବାଲେଶ୍ଵର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଅନ୍ୟଜଣେ ଶିଶୁପୁତ୍ରକୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା 16ନଂ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ 5ଜଣ ଗୁରୁତର ହୋଇଥିବା ଜଣାପଡିଛି।
ପଣପଣା ଅଞ୍ଚଳର ପ୍ରଫୁଲ୍ଲ ପଲେଇ ଓ ରତ୍ନାକର ପ୍ରଧାନ ଏକ କାର ଯୋଗେ ସ୍ତ୍ରୀ ଓ ପିଲାଙ୍କୁ ନେଇ ବାଲେଶ୍ବର ଯାଉଥିଲେ। ଜାତୀୟ ରାଜପଥର ଓଳିଆପାଟଣା ଠାରେ କାରଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଏଥିରେ ପ୍ରଫୁଲ୍ଲ ପଳେଇଙ୍କ 3 ବର୍ଷର ଶିଶୁକନ୍ୟା ମୃତ୍ୟୁବରଣ କରିଥିବା ବେଳେ ଅନ୍ୟମାନେ ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଅନ୍ୟଜଣେ ଶିଶୁପୁତ୍ର ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.