ETV Bharat / state

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ 19 ଆହତ

author img

By

Published : Feb 2, 2020, 4:49 PM IST

ବରଯାତ୍ରୀ ଯାତ୍ରୀ ଗାଡିକୁ ଧକ୍କା ଦେଲା ଟ୍ରକ । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 19 ଜଣ ଯାତ୍ରୀ ଆହତ ହୋଇଛନ୍ତି । ବାଲେଶ୍ବର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥର ଆମ୍ବିଳିଅଠା ଛକରେ ଘଟିଛି ଏହି ଦୁର୍ଘଟଣା ।

s_ accident
ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ 19 ଆହତ

ବାଲେଶ୍ଵର: 60 ନମ୍ବର ଜାତୀୟ ରାଜପଥର ଆମ୍ବିଳିଅଠା ଛକ ଠାରେ ଏକ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ 19ଜଣ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଛି ।

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ 19 ଆହତ

ମିଳିଥିବା ସୂଚନା ଅନୁସାରେ,ବସ୍ତା ବ୍ଲକ୍ ଗରିପୁର ଗ୍ରାମରୁ କିଛି ଲୋକେ ପୁଅ ବାହାଘର ପାଇଁ ଜଳେଶ୍ଵର ବ୍ଲକ ସରସିଦା ଗାଁକୁ ଯାଉଥିଲେ । ଆମ୍ବିଳିଅଠା ଠାରେ ରାସ୍ତା ପାରି ହେଉଥିବାବେଳେ ଏକ ଟ୍ରକ ବରଯାତ୍ରୀ ଗାଡିକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଏଥିରେ 19 ଜଣ ଆହତ ହୋଇଥିବାବେଳେ 4 ଜଣ ଗୁରୁତର ଓ ଜଣେ ନାବାଳିକାର ମୃତ୍ୟୁ ହୋଇଛି । ମୃତ ନାବାଳିକା ଜଣଙ୍କ ହେଲେ ଗରିପୁର ଗ୍ରାମର ଭୀମ ହାଁସଦାଙ୍କ ଝିଅ ସାକରା । ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଫେରାର ଥିବାବେଳେ ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥର ଆମ୍ବିଳିଅଠା ଛକ ଠାରେ ଏକ ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ 19ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ବସ୍ତା ବ୍ଲକ୍ ଗରିପୁର ଗ୍ରାମ ରୁ କିଛି ଆଦିବାସୀ ଶ୍ରେଣୀର ଲୋକେ ପୁଅ ବାହାଘର ପାଇଁ ଜଳେଶ୍ଵର ବ୍ଲକ ସରସିଦା ଗ୍ରାମ କୁ ଯାଉଥିଲେ। ଆମ୍ବିଳିଅଠା ଠାରେ ରାସ୍ତା ପାରି ହେଉଥିବା ବେଳେ ଏକ ଟ୍ରକ ବରଯାତ୍ରୀ ଗାଡ଼ିକୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ 19 ଜଣ ଆହତ ହୋଇଥିବା ବେଳେ 4 ଜଣ ଗୁରୁତର ଓ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ମୃତ ନାବାଳିକା ଜଣଙ୍କ ହେଲେ ଗରିପୁର ଗ୍ରାମର ଭୀମ ହାଁସଦାଙ୍କ ଝିଅ ସାକର। ଦୁର୍ଘଟଣା ଘଟାଇଥିବା ଟ୍ରକ ଚାଳକ ଫେରାର ଥିବା ବେଳେ ଘଟଣା ସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.