ETV Bharat / state

ସାମାଜିକ ଦୂରତ୍ବ ନିୟମ ଉଲ୍ଲଂଘନ ଅଭିଯୋଗରେ 6 ଦୋକାନ ସିଲ୍

କୋଭିଡ-୧୯ ଗାଇଡଲାଇନ ଉଲ୍ଲଙ୍ଘନ ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ୬ଟି ଦୋକାନ ସିଲ କରାଯାଇଛି। ସିଲ ଦୋକାନଗୁଡିକ ମଧ୍ୟରେ ନୂଆବଜାର ଅଞ୍ଚଳର ଦୁଇଟି ଓ ମୋତିଗଞ୍ଜ ବଜାରର ୪ଟି ଦୋକାନ ରହିଛି । ଅଧିକ ପଢନ୍ତୁ...

Lockdown violation: Balasore district administration seals six shops
ଲକଡାଉନ ଉଲଙ୍ଘନ: ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ୬ଟି ଦୋକାନ ସିଲ
author img

By

Published : Apr 8, 2020, 7:24 PM IST

ବାଲେଶ୍ବର: କୋଭିଡ-୧୯ ଗାଇଡଲାଇନ ଉଲ୍ଲଙ୍ଘନ ପାଇଁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ୬ଟି ଦୋକାନ ସିଲ କରାଯାଇଛି। ସିଲ ଦୋକାନଗୁଡିକ ମଧ୍ୟରେ ନୂଆବଜାର ଅଞ୍ଚଳର ଦୁଇଟି ଓ ମୋତିଗଞ୍ଜ ବଜାରର ୪ଟି ଦୋକାନ ରହିଛି। ଏହି ସବୁ ଦୋକାନଗୁଡିକରେ ସାମାଜିକ ଦୂରତ୍ୱ ନିୟମର ଉଲ୍ଲଙ୍ଘନ ହୋଇଥିବା ଦେଖିବାକୁ ମିଳିଥିଲା।

ଲକଡାଉନ ଉଲଙ୍ଘନ: ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ୬ଟି ଦୋକାନ ସିଲ

ଏହାକୁ ନେଇ ପ୍ରଶାସନ ଦୋକାନ ଗୁଡିକ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ୨ଟି ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଗଠନ କରାଯାଇ ଏହି ଚଢାଉ କରାଯାଇଥିଲା। ତେବେ ଏନେଇ ଦୋକାନୀ ମାଲିକମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବ ବୋଲି ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.