ETV Bharat / state

୫ଲକ୍ଷ ଟଙ୍କାର ପୋଚ ନଷ୍ଟ, ଦୁଇ ଗିରଫ - ୫ଲକ୍ଷ ଟଙ୍କାର ପୋଚ

ବାଲେଶ୍ଵର ଜିଲ୍ଲା ମୋବାଇଲ ସ୍କ୍ବାର୍ଡ ନୀଳଗିରି ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନର ମିଳିତ ଚଢ଼ାଉ ଫଳରେ ନୀଳଗିରି ଥାନା ଅଧିନ ପୁନ୍ଦାଳ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ । 10 ହଜାର କେଜିରୁ ଉର୍ଦ୍ଧ୍ୱ ମହୁଲ ପୋଚ, 200 ଲିଟର ଦେଶୀ ମଦ ସହ ବିପୁଳ ପରିମାଣର ମଦ ରନ୍ଧା ସରଞ୍ଜାମ ଜବତ କରାଯାଇଛି। ଅଧିକ ପଢନ୍ତୁ..

୫ଲକ୍ଷ ଟଙ୍କାର ପୋଚ ନଷ୍ଟ, ଦୁଇ ଗିରଫ
୫ଲକ୍ଷ ଟଙ୍କାର ପୋଚ ନଷ୍ଟ, ଦୁଇ ଗିରଫ
author img

By

Published : Jun 22, 2020, 3:21 PM IST

ବାଲେଶ୍ଵର: ନୀଳଗିରି ଥାନା ଅଧିନ ପୁନ୍ଦାଳ ଅଞ୍ଚଳରେ ଅବକାରୀ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ପୋଚ ଜବତ କରିବା ଦୁଇଜଣଙ୍କୁ ଗିରଫ କରିଛି । ଜିଲ୍ଲା ମୋବାଇଲ ସ୍କ୍ବାର୍ଡ ନୀଳଗିରି ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନର ମିଳିତ ଚଢ଼ାଉ ହୋଇଥିଲା। ଦୀର୍ଘଦିନ ଧରି ଉକ୍ତ ଅଞ୍ଚଳରେ ବେଆଇନ ଭାବେ ମଦ ପ୍ରସ୍ତୁତି ଚାଲିଥିବା ଅଭିଯୋଗ ହେଉଥିବା ନେଇ ଅଭିଯୋେଗ ପରେ ଏହାକୁ ନେଇ ବିଭାଗୀୟ ଚଢ଼ାଉ ହୋଇଥିଲା ।

୫ଲକ୍ଷ ଟଙ୍କାର ପୋଚ ନଷ୍ଟ, ଦୁଇ ଗିରଫ

ଚଢ଼ାଉରେ 10 ହଜାର କେଜିରୁ ଉର୍ଦ୍ଧ୍ୱ ମହୁଲ ପୋଚ, 200 ଲିଟର ଦେଶୀ ମଦ ସହ ବିପୁଳ ପରିମାଣର ମଦ ରନ୍ଧା ସରଞ୍ଜାମ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ 5ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ଏହାସହ ଗିରଫ ଦୁଇଜଣ ଉକ୍ତ ଅଞ୍ଚଳର ସନିଆ ସିଂ ଓ ବାସନ୍ତୀ ସିଂ ବୋଲି ଜଣାପଡିଛି। ଏହି ଚଢ଼ାଉରେ ଏକ 50 ଜଣିଆ ଟିମ ସାମିଲ ହୋଇଥିଲେ।

ବାଲେଶ୍ଵରରୁ ଜୀବଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.