ETV Bharat / state

ବିପୁଳ ମଦ ଭର୍ତ୍ତି ଗାଡି ଜବତ, ଜଣେ ଅଟକ - ଜଳେଶ୍ବରରୁ ଚୋରା ମଦ ଜବତ

ଜଳେଶ୍ବର ଗୁରୁଦାସପୁର ଠାରେ ଚୋରା ମଦ ଗାଡି ସହ ବିପୁଳ ପରିମାଣରେ ମଦ ଭର୍ତ୍ତି ବସ୍ତା ଜବତ । ଜଣେ ଅଟକ । ପଶ୍ଚିମବଙ୍ଗର ନୟାଗ୍ରାମର ଅମିତ ପାତ୍ର ନାମକ ଜଣେ ଯୁବକକୁ ପୋଲିସ ଅଟକ ରଖିଥିବା ଜଣାପଡିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 20, 2019, 10:51 AM IST

ବାଲେଶ୍ବର: ଚୋରା ଚାଲାଣ ବେଳେ ଜବତ ହେଲା ବିପୁଳ ପରିମାଣର ଦେଶୀ ମଦ। ଅବକାରୀ ବିଭାଗ ଓ ରାଇବଣିଆ ପୋଲିସ ଚଢାଉ କରି ଜବତ କରିଛି ବ୍ୟାପକ ଦେଶୀ ମଦ ବର୍ତ୍ତି ବସ୍ତା । ଏଥିସହ ଜଣେ ବେପାରୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।

ବିପୁଳ ମଦ ଭର୍ତ୍ତି ଗାଡି

ସୂଚନା ଅନୁସାରେ ପଶ୍ଚିମବଙ୍ଗ ନୟାଗ୍ରାମରୁ ଏକ ପିକ୍‌ଅପ୍‌ ଭ୍ୟାନରେ ମଦ ଭର୍ତ୍ତି ହୋଇ ଓଡିଶା ଆସୁଥିଲା। ଜଳେଶ୍ବର ଗୁରୁଦାସପୁର ଠାରେ କିଛି ଲୋକ ଭ୍ୟାନ ଅଟକାଇ ସେଥିରୁ ମଦ ଲୁଟ କରୁଥିବା ଅଭିଯୋଗ ହୋଇଛି। ଅବକାରୀ ବିଭାଗ ଓ ରାଇବଣିଆ ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ସେଠାରେ ପହଞ୍ଚିଥିଲେ। ମଦ ଭର୍ତ୍ତି ଭ୍ୟାନ ସହ ମଦ ଜବତ କରିଛି ପୋଲିସ । ପଶ୍ଚିମବଙ୍ଗର ନୟାଗ୍ରାମର ଅମିତ ପାତ୍ର ନାମକ ଜଣେ ଯୁବକକୁ ପୋଲିସ ଅଟକ ରଖିଥିବା ଜଣାପଡିଛି। ତେବେ ପିକ୍‌ଅପ୍‌ ଭ୍ୟାନରେ ମୋଟ 42ଟି ମଦ ଭର୍ତି ବସ୍ତାରେ 4ହଜାର ଲିଟରରୁ ଅଧିକ ଦେଶୀ ମଦ ଥିବା ବେଳେ ଅବକାରୀ ବିଭାଗ 10ଟି ବସ୍ତାରୁ ଏକ ହଜାର ଲିଟର ମଦ ଜବତ କରିଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଏକ ମଦ ଭର୍ତ୍ତି ଭ୍ୟାନରୁ କିଛି ଲୋକ ମଦ ଲୁଟୁଥିବା ବେଳେ ପୋଲିସ ପହଞ୍ଚି ମଦ ଜବତ କରିବା ସହ ଜଣେ ବେପାରୀଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

ପଶ୍ଚିମବଙ୍ଗ ନୟାଗ୍ରାମରୁ ଏକ ପିକଅପ ଭ୍ୟାନରେ ମଦ ଭର୍ତ୍ତି ହୋଇ ଓଡିଶା ଆସୁଥିଲା। ଜଳେଶ୍ବର ଗୁରୁଦାସପୁର ଠାରେ କିଛି ଲୋକ ଭ୍ୟାନ ଅଟକାଇ ସେଥିରୁ ମଦ ଲୁଟ କରୁଥିବା ଅଭିଯୋଗ ହୋଇଛି। ଅବକାରୀ ବିଭାଗ ଓ ରାଇବଣିଆ ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ସେଠାରେ ପହଞ୍ଚିଥିଲେ। ମଦ ଭର୍ତ୍ତି ଭ୍ୟାନ ସହ ମଦ ଜବତ କରିବା ସହ ନୟାଗ୍ରାମର ଅମିତ ପାତ୍ର ନାମକ ଜଣେ ଯୁବକକୁ ପୋଲିସ ଅଟକ ରଖିଥିବା ଜଣାପଡିଛି। ତେବେ ପିକଅପ ଭ୍ୟାନରେ ମୋଟ 42ଟି ମଦ ଭର୍ତି ବସ୍ତାରେ ଚାରି ହଜାର ଲିଟରରୁ ଅଧିକ ଦେଶୀ ମଦ ଥିବା ବେଳେ ଅବକାରୀ ବିଭାଗ ଦଶଟି ବସ୍ତାରୁ ଏକ ହଜାର ଲିଟର ମଦ ଜବତ କରିଥିବା ଜଣାପଡିଛି। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.