ETV Bharat / state

ସମ୍ପତ୍ତି ହାତେଇବା ପାଇଁ ମହିଳାଙ୍କୁ ଗୃହବନ୍ଦୀ, ଭିଡ଼ିଓ ଭାଇରାଲ

author img

By

Published : Jan 3, 2022, 12:06 PM IST

Updated : Jan 3, 2022, 1:48 PM IST

ଜମିଜମା ବିବାଦକୁ ନେଇ ମହିଳାଙ୍କୁ ଗୃହବନ୍ଦୀ । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ମହିଳାଙ୍କୁ ଗୃହବନ୍ଦୀ କରାଯାଇଥିବା ଭିଡିଓ ଭାଇରାଲ । ଅଧିକ ପଢନ୍ତୁ

ସମ୍ପତ୍ତି ହାତେଇବା ପାଇଁ ମହିଳାଙ୍କୁ ଗୃହବନ୍ଦୀ , ଭିଡ଼ିଓ ଭାଇରାଲ

ବାଲେଶ୍ବର: ଜମିଜମା ବିବାଦକୁ ନେଇ ମହିଳାଙ୍କୁ ଗୃହବନ୍ଦୀ (women house arrest)। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଜଣେ ମହିଳାଙ୍କୁ ଗୃହବନ୍ଦୀ କରାଯାଇଥିବା ଭିଡିଓ ଭାଇରାଲ । ଭିଡିଓ ବାର୍ତ୍ତାରେ ଗୃହବନ୍ଦୀ ହୋଇଥିବା ନେଇ କହିଲେ ମହିଳା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ମହିଳା ଜଣଙ୍କ ହେଉଛନ୍ତି ନୀଳଗିରି ଗୋପୀନାଥପୁର ଅଞ୍ଚଳର ମନ୍ଦାକିନୀ ବେହେରା । ମନ୍ଦାକିନୀ ସ୍ବାମୀ ପରିତ୍ୟକ୍ତା ହୋଇଥିବା ବେଳେ ଏବେ ତାଙ୍କ ବାପ ଘର ସମ୍ପତି ହାତେଇବା ପାଇଁ ସମ୍ପର୍କୀୟ ଭାଇ ଗୃହବନ୍ଦୀ କରି ରଖିଥିବା ସେ ଭିଡିଓ ବାର୍ତ୍ତାରେ କହିଛନ୍ତି । ଏବେ ଜୀବନ ବଞ୍ଚାଇବା ପାଇଁ ମହିଳା ଜଣଙ୍କ ଏକ ଭିଡ଼ିଓ ଜରିଆରେ ନିବେଦନ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jan 3, 2022, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.