ETV Bharat / state

ବସଷ୍ଟାଣ୍ଡରୁ 6 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, ଜଣେ ଗିରଫ

ଫୁଲବାଣୀରୁ ସୋରକୁ ଗଞ୍ଜେଇ ଚାଲାଣ ବେଳେ ଚାଲାଣକାରୀକୁ ଗିରଫ କଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 10, 2019, 9:43 PM IST

ବାଲେଶ୍ୱର: ସୋର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 6 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଘଟଣାରେ ଜଣେ ବେପାରୀକୁ ଗିରଫ କରିଛି ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାମୁତାବକ, ସୋର ଥାନା ଅଡଙ୍ଗ ବଜାର ଅଞ୍ଚଳର ସେକ ରିଆଜୁଦ୍ଦିନ ଫୁଲବାଣୀ ଅଞ୍ଚଳରୁ 80 କେଜି ଗଞ୍ଜେଇ ନେଇ ଆସୁଥିଲା । ଏନେଇ କୌଣସି ଏକ ସୂତ୍ରରୁ ଖବରପାଇ ଅବକାରୀ ବିଭାଗ ସୋର ବସ ଷ୍ଟାଣ୍ଡ ପାଖରୁ ରିଆଯୁଦ୍ଦିନଙ୍କୁ ଗିରଫ କରିବା ସହ ଗଞ୍ଜେଇ ଜବତ କରିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣେ ବେପାରିକୁ ଗିରଫ କରିଛି ଅବକାରୀ ବିଭାଗ।
Body:କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଏହି ଜବତ ହୋଇଥିଲା। ସୋର ଥାନା ଅଡଙ୍ଗ ବଜାର ଅଞ୍ଚଳର ସେକ ରିଆଜୁଦ୍ଦିନ ଫୁଲବାଣୀ ଅଞ୍ଚଳରୁ 80 କେଜି ଗଞ୍ଜେଇ ନେଇ ଆସୁସଲା। ଏହି ଖବର ଅବକାରୀ ବିଭାଗ ପାଖରେ ପହଞ୍ଚିବାରୁ ସୋର ବସ ଷ୍ଟାଣ୍ଡ ପାଖରୁ ରିଆଯୁଦ୍ଦିନଙ୍କୁ ଗିରଫ କରିବା ସହ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 6ଲକ୍ଷ ଟଙ୍କା ହେବବୋଲି ଜଣାପଡିଛି।Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.