ETV Bharat / state

ଫ୍ଲେକ୍ସ ବ୍ୟାନରରେ 18 ଫୁଟର ଗଣେଶ - ଗଜାନନଙ୍କ ଆବାହନ

ସାରା ଦେଶରେ ଗଣେଶ ଚତୁର୍ଥୀକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ। ସବୁଠି ଗଜାନନଙ୍କ ଆବାହନ ପାଇଁ ଆୟୋଜନ ଚାଲିଥିବାବେଳେ ବାଲେଶ୍ବରର ସହର ହୋଇ ଉଠିଛି ଚଳଚଞ୍ଚଳ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 2, 2019, 1:49 PM IST

Updated : Sep 2, 2019, 1:59 PM IST

ବାଲେଶ୍ବର: ଆଜି ଅଗ୍ରପୂଜ୍ୟ ବିଘ୍ନବିନାଶକ ପୂଜା । ସାରା ଦେଶରେ ଗଣେଶ ଚତୁର୍ଥୀକୁ ନେଇ ଦେଖିବାକୁ ମିଳିଛି ଉତ୍ସାହ। ସବୁଠି ଗଜାନନଙ୍କ ଆବାହନ ପାଇଁ ଆୟୋଜନ ଚାଲିଥିବାବେଳେ ବାଲେଶ୍ବରର ସହର ହୋଇ ଉଠିଛି ଚଳଚଞ୍ଚଳ ।

ଚଳିତଥର ସହରରେ ସମୁଦାୟ 122ଟି ମେଢ ହୋଇଥିବାବେଳେ ବାଲେଶ୍ବରର ଏକ ପ୍ରମୁଖ କ୍ଲବରେ ଦେଖିବାକୁ ମିଳିଥିଲା ଫ୍ଲେକ୍ସ ବ୍ୟାନରରେ ନିର୍ମିତ 18 ଫୁଟ ଉଚ୍ଚର ଗଣେଶ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ଅଗ୍ରପୂଜ୍ୟଙ୍କ ଆରାଧନା ପାଇଁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ବାଲେଶ୍ବର ସହର। ଆକର୍ଷଣୀୟ ସାଜସଜ୍ଜା ହୋଇ ଝଲସି ଉଠୁଛି ମଣ୍ଡପ । ଏନେଇ କ୍ଲବରେ କେମିତି ଗଣପତିଙ୍କ ପୂଜାର୍ଚ୍ଚନା ଚାଲିଛି, କଣ ବିଶେଷ୍ବତ ରହିଛି, ସେନେଇ ଅଧିକ ଆଲୋଚନା କରିଛନ୍ତି ଆମ ବାଲେଶ୍ବର ପ୍ରତିନିଧି ।

Intro:ବାଲେଶ୍ୱରରେ ଅଗ୍ରପୂଜ୍ୟ ଗଜାନନଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସହରର ସମୁଦାୟ 122ଟି ଜାଗାରେ ଗଜାନନଙ୍କୁ ଆବାହନ କରାଯାଇଛି।

Body:ସହରର ସାଇଲେଣ୍ଟ ଯୋନରେ ଜମୁଛି ଗଣେଶ ପୂଜା। ସହର ଠାରୁ ଆରମ୍ଭ କରି ପୁର ପଲ୍ଲୀ ଯାଏ ଆଜି ଗଜାନନଙ୍କୁ ଆବାହନ କରାଯାଇଛି।

Conclusion:
Last Updated : Sep 2, 2019, 1:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.