ETV Bharat / state

ବାଲେଶ୍ବର ସହରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି - ବାଲେଶ୍ୱରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଦାବି

ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ମାହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନାରେ ବିଳମ୍ବକୁ ନେଇ ଅସନ୍ତୋଷ । ଅଧିକ ପଢନ୍ତୁ....

ସହରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

author img

By

Published : Apr 28, 2021, 5:29 PM IST

ବାଲେଶ୍ଵର: ସହରର ଗଡଗଡ଼ିଆ ଛକ ନିକଟ ପୋଖରୀ ତୁଠରେ ମଧୁସୂଦନ ଦାସ, କବିବର ରାଧାନାଥ ରାୟ ଓ ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ସ୍ଥାପନା କାର୍ଯ୍ୟ ଶେଷ ହୋଇପାରି ନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଫିୟୁଚର ବାଲେଶ୍ୱର ସଙ୍ଗଠନ ।

ସହରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି

ସେହିପରି ବାଲେଶ୍ୱରର ଏକମାତ୍ର ପ୍ରେକ୍ଷାଳୟ ସସ୍କୃତି ଭବନରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନହେବା ଏବଂ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ବିବେକାନନ୍ଦ ମାର୍ଗରେ ସ୍ଥାପନ ନ କରାଯିବା ବାଲେଶ୍ଵରବାସୀଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ସଂଗଠନ କହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ସ୍ଥାନ ଚିହ୍ନଟ କରି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କାର୍ଯ୍ୟରେ ସହାୟକ ହେବାପାଇଁ ଦାବି କରିଛି ସଙ୍ଗଠନ ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.