ETV Bharat / state

କୋଭିଡ ହସ୍ପିଟାଲରେ ଅଗ୍ନି ନିରାପତ୍ତା ପରଖିଲା ଅଗ୍ନିଶମ ବିଭାଗ

ବାଲେଶ୍ଵର କୁରୁଡ଼ାରେ ଜ୍ୟୋତି ହସ୍ପିଟାଲଟି କୋଭିଡ ହସ୍ପିଟାଲ ହୋଇଥିବାବେଳେ ସେଥିରେ ଅଗ୍ନି ନିରାପତ୍ତାର କେଉଁ କେଉଁ ବ୍ୟବସ୍ଥା ରହିଛି, ସେ ଦିଗରେ ଅନୁଧ୍ୟାନ କଲା ଅଗ୍ନିଶମ ବିଭାଗ ।

କୋଭିଡ ହସ୍ପିଟାଲରେ ଅଗ୍ନି ନିରାପତ୍ତା ପରଖିଲା ଅଗ୍ନିଶମ ବିଭାଗ
କୋଭିଡ ହସ୍ପିଟାଲରେ ଅଗ୍ନି ନିରାପତ୍ତା ପରଖିଲା ଅଗ୍ନିଶମ ବିଭାଗ
author img

By

Published : Sep 22, 2020, 8:14 PM IST

ବାଲେଶ୍ବର: ଜଗତପୁର କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ବାଲେଶ୍ୱର କୋଭିଡ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରାଯାଇଛି । ବାଲେଶ୍ଵର କୁରୁଡ଼ାରେ ଜ୍ୟୋତି ହସ୍ପିଟାଲଟି କୋଭିଡ ହସ୍ପିଟାଲ ହୋଇଥିବାବେଳେ ସେଥିରେ ଅଗ୍ନି ନିରାପତ୍ତାର କେଉଁ କେଉଁ ବ୍ୟବସ୍ଥା ରହିଛି ସେ ଦିଗରେ ଅନୁଧ୍ୟାନ କରିଛି ଅଗ୍ନିଶମ ବିଭାଗ ।

କୋଭିଡ ହସ୍ପିଟାଲରେ ଅଗ୍ନି ନିରାପତ୍ତା ପରଖିଲା ଅଗ୍ନିଶମ ବିଭାଗ

ହଠାତ ଅଗ୍ନିକାଣ୍ଡ ଘଟିଲେ ତୁରନ୍ତ କେଉଁସବୁ ପଦକ୍ଷେପ ନେବାକୁ ପଡିବ, ସେ ସମ୍ପର୍କରେ ଅଗ୍ନିଶମ ବିଭାଗ ପକ୍ଷରୁ ହସ୍ପିଟାଲ କର୍ମଚାରୀମାନଙ୍କୁ ତାଲିମ ଦିଆଯାଇଛି । ହସ୍ପିଟାଲରେ ଅଗ୍ନି ନିରାପତ୍ତାକୁ ନେଇ ବାକି ଥିବା କିଛି ପଦକ୍ଷେପ ତୁରନ୍ତ ନେବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.