ETV Bharat / state

ଧଉଳି ଏକ୍ସପ୍ରେସରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By

Published : Aug 11, 2019, 6:19 PM IST

ବାଲେଶ୍ଵର ଜିଲ୍ଲା ସୋର ରେଳ ଷ୍ଟେସନରେ ଅଘଟଣ । ପୁରୀ ହାୱଡା ଧଉଳି ଏକ୍ସପ୍ରେସ ହାୱଡା ଅଭିମୁଖେ ଯାଉଥିବା ବେଳେ ସୋରରେ ଅଟକି ଥିଲା । ସେହି ସମୟରେ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ଜିଲ୍ଲା ସୋର ରେଳ ଷ୍ଟେସନରେ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ମାତ୍ର ଅଳ୍ପକେ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି ।
ଆଜି ଡାଉନ ଲାଇନ ପୁରୀ ହାୱଡା ଧଉଳି ଏକ୍ସପ୍ରେସ ହାୱଡା ଅଭିମୁଖେ ଯାଉଥିବା ବେଳେ ସୋରରେ ଅଟକି ଥିଲା । ଟ୍ରେନ ଅଟକିବା ପରେ ଡି1 ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ନିଆଁ ଲିଭାଇବା ପାଇଁ ସୋର ଦମକଳ ଓ ଜିଆରପି ତତକ୍ଷଣାତ ନିଆଁ ଲିଭା କାମରେ ଲାଗିପଡିଥିଲେ । ତେବେ ଟ୍ରେନ ବ୍ରେକରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏମିତି ଘଟଣା ଘଟିଛି ବୋଲି ଜଣାପଡିଛି । ଦୀର୍ଘ ସମୟ ଟ୍ରେନ ଷ୍ଟେସନରେ ଅଟକିବା ପରେ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ସୋର ରେଳ ଷ୍ଟେସନରେ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ମାତ୍ର ଅଳ୍ପକେ ଯାତ୍ରୀମାନେ ବର୍ତ୍ତି ଯାଇଛନ୍ତି।
ଆଜି ଡାଉନ ଲାଇନ ପୁରୀ ହାଉଡା ଧଉଳି ଏକ୍ସପ୍ରେସ ହାଉଡା ଅଭିମୁଖେ ଯାଉଥିବା ବେଳେ ସୋରରେ ଅଟକି ଥିଲା। ଟ୍ରେନ ଅଟକିବା ପରେ ଡି1 ବଗିରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ନିଆଁ ଲିଭାଇବା ପାଇଁ ସୋର ଦମକଳ ଓ ଜିଆରପି ଲାଗିଥିବା ଜଣାଅପଡିଛି। ଟ୍ରେନ ବ୍ରେକରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏମିତି ଘଟଣା ଘଟିଛି ବୋଲି ଜଣାପଡିଛି। ଦୀର୍ଘ ସମୟ ଟ୍ରେନ ଷ୍ଟେସନରେ ଅଟକିବା ପରେ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.