ETV Bharat / state

ଚଳନ୍ତା ବସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ 35 ଯାତ୍ରୀ

author img

By

Published : Aug 12, 2019, 5:22 PM IST

ପୁଲପୁଲ ନାମକ ଏକ ଘରୋଇ ଏସି ସ୍ଲିପର ବସରେ ଲାଗିଲା ନିଆଁ । ବାଲେଶ୍ବରରୁ ଭୁବନେଶ୍ବର ଅଭିମୁଖେ 35 ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଘଟିଛି ଏଭଳି ଘଟଣା । ଏସି ସଟସର୍କିଟ ଯୋଗୁଁ ହଠାତ ଚଳନ୍ତା ବସରେ ନିଆଁ ଲାଗିଥିବା ସୂଚନା ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ଜିଲ୍ଲାର ଓଟି ରୋଡ଼ ଗାନ୍ଧୀ ସ୍ମୃତି ଭବନ ଆଗରେ ଏକ ଚଳନ୍ତା ବସରେ ଲାଗିଲା ନିଆଁ । ସ୍ଲିପର ସିଟର ଉପର ଛାତରେ ନିଆଁ ଲାଗିଥିଲା । ଏହି ବସରେ ଯାତ୍ରା କରୁଥିଲେ 35 ଯାତ୍ରୀ । ତେବେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ପୁଲପୁଲ ନାମକ ଏକ ଘରୋଇ ଏସି ସ୍ଲିପର ବସ ସହଦେବଖୁଣ୍ଟା ବସ ଷ୍ଟାଣ୍ଡରୁ 35 ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଅଭିମୁଖେ ବାହାରିଥିଲା । ହଠାତ ସ୍ଲିପର ସିଟ ଉପର ଛାତରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଡ୍ରାଇଭରକୁ କହିଥିଲେ। ଏହାସହ ବସ ଛାତ ଉପରେ ଧୂଆଁ ବାହାରୁଥିବା ରାସ୍ତାରେ ଯାଉଥିବା ଲୋକମାନେ କହିଥିଲେ।

ଡ୍ରାଇଭର ଗାଡି ଅଟକାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଏସି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଏହି ଅଘଟଣରେ କାହାରି କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଓଟି ରୋଡ଼ ଗାନ୍ଧୀ ସ୍ମୃତି ଭବନ ଆଗରେ ଏକ ଚଳନ୍ତା ବସରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ସ୍ଲିପର ସିଟର ଉପର ପଟ ଛାତରେ ନିଆଁ ଲାଗିଥିଲା। 35 ଯାତ୍ରୀ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ପୁଲପୁଲ ନାମକ ଏକ ଘରୋଇ ଏସି ସ୍ଲିପର ବସ ସହଦେଵଖୁଣ୍ଟା ବସ ଷ୍ଟାଣ୍ଡରୁ 35 ଯାତ୍ରୀ ନେଇ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା। ହଠାତ ସ୍ଲିପର ସିଟ ଉପର ଛାତରେ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଡ୍ରାଇଭରକୁ କହିଥିଲେ। ଏହାସହ ବସ ଛାତ ଉପରେ ଧୂଆଁ ବାହାରୁଥିବା ରାସ୍ତାରେ ଯାଉଥିବା ଲୋକମାନେ କହିଥିଲେ। ଡ୍ରାଇଭର ଗାଡି ଅଟକାଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଏସି ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ କାହାରି କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.