ETV Bharat / state

ମଣ୍ଡି ସମସ୍ୟା: ବିକ୍ରି ହୋଇ ପାରୁନି ଧାନ, ତାତିଲେ ଚାଷୀ

ଧାନ କିଣାନଯିବାରୁ ତାତିଲେ ଚାଷୀ । ତାଲା ପକାଇଲେ ସମବାୟ ସମିତିର କର୍ମଚାରୀଙ୍କୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Feb 6, 2019, 7:31 PM IST

ବାଲେଶ୍ବର: ଧାନ କିଣାନଯିବାରୁ ତାତିଲେ ଚାଷୀ । ଉତ୍ତ୍ୟକ୍ତ ହୋଇ ମଣ୍ଡିରେ କର୍ମଚାରୀଙ୍କୁ ପକାଇଲେ ତାଲା । ବାଲେଶ୍ବର ଜିଲ୍ଲା ଆଳଦା ସେବା ସମବାୟ ସମିତିରେ ଉପୁଜିଛି ଏପରି ସ୍ଥିତି ।

ସୂଚନାନୁଯାୟୀ, ଅଳଦା ସମବାୟ ସମିତିରେ 18 ହଜାର କ୍ବିଣ୍ଟାଲ ଧାନ କିଣାଯିବାର ଥିଲା । ହେଲେ ବର୍ତ୍ତମାନ ସୁଦ୍ଧା 4 ହଜାର କ୍ବିଣ୍ଟାଲ କିଣାଯାଇଛି । ତେବେ ବଳକା ଧାନ କିଣାନଯିବାରୁ ମଧା, ଅଳଦା, ଅଭଣା, ବରମପୁର, ଖରାସାହାପୁର, ଗ୍ରାମର ଶତାଧିକ ଚାଷୀ ସେବା ସମବାୟ ସମିତିରେ ସଭାପତି ଲକ୍ଷ୍ମୀଧର ଜେନାଙ୍କୁ ଗଛରେ ବାନ୍ଧି ଦେଇଥିଲେ । ଏଥି ସହିତ ଅନ୍ୟ କର୍ମଚାରୀଙ୍କୁ ଘର ଭିତରେ ତାଲା ପକାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
undefined

ସେପଟେ ଯେଉଁ ପର୍ଯ୍ୟନ୍ତ ଧାନ କିଣା ନଯାଇଛି, ସେଯାଏଁ ସେମାନଙ୍କୁ ଚାବି ପକାଇ ରଖିବେ ବୋଲି କହିଛନ୍ତି ଗ୍ରାମବାସୀ । ଖବର ଅନୁଯାୟୀ, ଏହି ସମବାୟରେ 385 ଜଣ ଚାଷୀ ଅନଲାଇନରେ ଆବେଦନ କରିଥିବା ବେଳେ ଏଥିରୁ 200 ଜଣ ଚାଷୀ ଧାନ ଦେବାରୁ ବଞ୍ଚିତ ଅଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାଏକ, ଇଟିଭି ଭାରତ

Intro:Body:

ଧାନମଣ୍ଡି ସମସ୍ୟା: ବିକ୍ରି ହୋଇ ପାରୁନି ଧାନ, ତାତିଲେ ଚାଷୀ

ବାଲେଶ୍ବରରୁ ଜୀବନ ଜ୍ୟୋତି, ଇଟିଭି ନ୍ୟୁଜ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.