ETV Bharat / state

ବାଲେଶ୍ବରରେ ପୁଣି ଚାଷୀ ଆନ୍ଦୋଳନ - ଚାଷ ଜମିରେ ପାଣି

ରାଜ୍ୟ ରାଜପଥର ଉଭୟ ପାର୍ଶ୍ବରେ ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁଁ ପାଚିଲା ଧାନ ଚାଷ ଜମିରେ ପାଣି ମାଡି ଯାଇ ବ୍ୟାପକ କ୍ଷୟକ୍ଷତି ହେଉଥିବା ଅଭିଯୋଗରେ ବାଲେଶ୍ବର ଜିଲ୍ଲାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ । ଅଧିକ ପଢ଼ନ୍ତୁ...

ବାଲେଶ୍ବରରେ ପୁଣି ଚାଷୀ ଆନ୍ଦୋଳନ
author img

By

Published : Nov 25, 2019, 2:07 PM IST

ବାଲେଶ୍ଵର: ଜିଲ୍ଲାର ସୋର ଅଞ୍ଚଳରେ ପୁଣି ଚାଷୀ ଅନ୍ଦୋଳନ ଦେଖିବାକୁ ମିଳିଛି। ସୋର ଥାନା ବାଳଙ୍ଗ ଗ୍ରାମ ଦେଇ ଯାଇଥିବା ରାଜ୍ୟ ରାଜପଥର ଉଭୟ ପାର୍ଶ୍ବରେ ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁଁ ପାଚିଲା ଧାନଚାଷ ଜମିରେ ପାଣି ମାଡି ଯାଇ ବ୍ୟାପକ କ୍ଷୟକ୍ଷତି ହେଉଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ବାଲେଶ୍ବରରେ ପୁଣି ଚାଷୀ ଆନ୍ଦୋଳନ

ପୂର୍ବରୁ ଏନେଇ ବାଳଙ୍ଗ ଗ୍ରାମର ଚାଷୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ସୋମବାର ସୋର ଅନନ୍ତପୁର ରାଜ୍ୟ ରାଜପଥକୁ ଗ୍ରାମବାସୀ ମାନେ 4 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବନ୍ଦ ରଖିଥିଲେ । ଘଟଣାସ୍ଥଳରେ ସୋର ଅତିରିକ୍ତ ତହସିଲଦାର ଲିପସା ରାୟ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳରେ ଆଜି ପୁଣି ଚାଷୀ ଅନ୍ଦୋଳନ ଦେଖିବାକୁ ମିଳିଛି।

ସୋର ଥାନା ବାଳଙ୍ଗ ଗ୍ରାମ ଦେଇ ଯାଇଥିବା ରାଜ୍ୟ ରାଜପଥର ଉଭୟ ପାର୍ଶ୍ବରେ ଡ୍ରେନେଜ ବ୍ୟବସ୍ଥା ନଥିବା ଯୋଗୁଁ ପାଚିଲା ଧାନ ଚାଷ ଜମିରେ ପାଣି ମାଡି ଯାଇ ବ୍ୟାପକ କ୍ଷତ କ୍ଷତି ହେଉଛି। ଯାହାକୁ ବାଳଙ୍ଗ ଗ୍ରାମର ଚାଷୀ ମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଆଜି ସୋର ଅନନ୍ତପୁର ରାଜ୍ୟ ରାଜପଥକୁ ଗ୍ରାମବାସୀ ମାନେ ଦୀର୍ଘ ୪ଘଣ୍ଟାରୁ ଉର୍ଦ୍ଧ ସମୟ ବନ୍ଦ କରି ରଖିଥିଲେ। ଘଟଣା ସ୍ଥଳରେ ସୋର ଅତିରିକ୍ତ ତହସିଲଦାର ଲିପ୍ସା ରାୟ ପହଁଚି ଚାଷୀ ମାନଙ୍କ ସହିତ ଆଲୋଚନା କରିଛନ୍ତି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.