ETV Bharat / state

ଚୋରା ବିଦ୍ୟୁତ ତାର ଜବତ, 4 ଗିରଫ

କବାଡିଆ ଦୋକାନରୁ ଲକ୍ଷାଧିକ ଟଙ୍କାର ଚୋରା ବିଦ୍ୟୁତ ତାର ଜବତ । ବସ୍ତା ପୋଲିସ  ସ୍କର୍ପିଓକୁ ଜବତ କରିବା ସହ 4ଜଣଙ୍କୁ ଗିରଫ କରିଛି ।

author img

By

Published : Aug 23, 2019, 2:45 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ବଜାରରେ ଥିବା ଏକ କବାଡିଆ ଦୋକାନରୁ ଲକ୍ଷାଧିକ ଟଙ୍କାର ଚୋରା ବିଦ୍ୟୁତ ତାର ଜବତ କରାଯାଇଛି। ଏହା ସହ ବସ୍ତା ପୋଲିସ ସ୍କର୍ପିଓକୁ ଜବତ କରିବା ସହ 4ଜଣଙ୍କୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବାଲେଶ୍ବର

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ 4 ଜଣ ଯୁବକ ଏକ ସ୍କର୍ପିଓରେ ଲକ୍ଷାଧିକ ଟଙ୍କାର ଚୋରା ବିଦ୍ୟୁତ ତାର ବୋଝେଇ କରି ବିକ୍ରି କରିବାକୁ ନେଉଥିଲେ। ଉକ୍ତ ଘଟଣା ସମ୍ପର୍କରେ ବସ୍ତା ପୋଲିସ ଖବର ପାଇ ଲଙ୍ଗଳେଶ୍ବର ଠାରେ ଥିବା ଏକ କବାଡିଆ ଦୋକାନରେ ଚଢଉ କରିଥିଲା । ପୋଲିସ ସେହି ଦୋକାନରୁ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ତାର ଓ ସଂପୃକ୍ତ ସ୍କର୍ପିଓକୁ ଜବଜ କରିଛି । ଏଥିସହ 4 ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

xx

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.