ETV Bharat / state

ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଟୀକାକରଣ ପାଇଁ ଡ୍ରାଏରନ ଜାରି - Dry run continues at Balasore district hospital

ଜିଲ୍ଲାରେ କୋରୋନା ଭ୍ୟାକ୍ସିନର ଟୀକାକରଣ ପାଇଁ ଡ୍ରାଏରନ ଜାରି ହୋଇଛି । ଅଧିକ ପଢନ୍ତୁ...

Dry run continues to be vaccinated at Balasore district hospital
ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଟୀକାକରଣ ପାଇଁ ଡ୍ରାଏରନ ଜାରି
author img

By

Published : Jan 2, 2021, 12:43 PM IST

ବାଲେଶ୍ବର: କୋରୋନା ଭ୍ୟାକ୍ସିନ ଆସିବା ପୂର୍ବରୁ ସାରା ଦେଶରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଏଥିଲାଗି ସାରା ଦେଶରେ ଜାରି ରହିଛି ଡ୍ରାଏରନ୍‌ । ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଡ୍ରାଏରନ୍‌ କରାଯାଇଛି ।

ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଟୀକାକରଣ ପାଇଁ ଡ୍ରାଏରନ ଜାରି

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସର ଏକ ସ୍ଥାନ ନିରୂପଣ କରାଯାଇଥିବା ବେଳେ ନିର୍ଦ୍ଧାରିତ ସ୍ଥାନରେ ଆବଶ୍ୟକ ମୁତାବକ ତିନୋଟି ରୁମ୍ ରହିଥିବା ସହ ଏକ ଲ୍ୟାବ ରହିଛି । ଏହା ସହ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ପ୍ରସ୍ତୁତ କରି ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଦାନ କରାଯିବ।

ପ୍ରଥମେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ଓ ପରେ ବିଭିନ୍ନ ବ୍ଲକ୍‌ରେ ଏହି ସୁବିଧାକୁ ବ୍ୟାପକ କରାଯିବ ବୋଲି କୁହାଯାଇଛି । ଶନିବାର ଡ୍ରାଏରନ୍ ବେଳେ ୨୫ ଜଣ ଆଶା କର୍ମୀ ଉପସ୍ଥିତ ରହିଥିବା ବେଳେ ବାଲେଶ୍ଵର ମେଡ଼ିକାଲର ସମସ୍ତ ବରିଷ୍ଠ ଅଧିକାରୀଙ୍କ ସମେତ ଜିଲ୍ଲାପାଳ ଉପସ୍ଥିତ ଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.