ETV Bharat / state

କ୍ୟୁଆରସାମର ସଫଳ ପରୀକ୍ଷଣ - କୁଇକ ରିଆକ୍ସନ ସରଫେସ ଟୁ ଏୟାର ମିଜାଇଲ

ଚାନ୍ଦିପୁର ସ୍ଥିତ ସମନ୍ବିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର 3 ନମ୍ବର ଉତକ୍ଷେପଣ କେନ୍ଦ୍ରରୁ QR-SAMର ସଫଳ ପରୀକ୍ଷଣ । ଡିଆରଡିଓ ଭାରତ ଇଲୋକ୍ଟ୍ରୋନିକ ଓ ଭାରତ ଡାଇନମିକ୍ସର ସହାୟତାରେ ଏହି କ୍ଷେପଣାସ୍ତ୍ରର ବିକାଶ ହୋଇଛି ।

missile  test
କ୍ୟୁଆରସାମର ସଫଳ ପରୀକ୍ଷଣ
author img

By

Published : Dec 23, 2019, 12:46 PM IST

ବାଲେଶ୍ବର: ଚାନ୍ଦିପୁର ସ୍ଥିତ ସମନ୍ବିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର 3 ନମ୍ବର ଉତକ୍ଷେପଣ କେନ୍ଦ୍ରରୁ ଆଜି (ସୋମବାର) କ୍ୟୁ ଆର-ସାମର ପରୀକ୍ଷଣ ସକାଳ 11 ଟା 49ମିନିଟରେ କରାଯାଇଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଭୁ-ପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ଏହାର ଲକ୍ଷ୍ୟ ଭେଦି କ୍ଷମତା 30 କିଲୋମିଟର ରହିଛି।

ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର କ୍ୱିକ ରିଆକ୍ସନ ସରଫେସଟୁ ଏୟାର ମିଜାଇଲ ବା QR-SAMର ଏହା ସଫଳତାର ସହିତ ଲକ୍ଷ ଭେଦ କରିଥିଲା । ଏହି କ୍ଷେପଣାସ୍ତ୍ରଟି ଯେକୌଣସି ସ୍ଥାନରୁ ମୋବାଇଲ ଲଞ୍ଚର ସାହାଯ୍ୟରେ ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଧ୍ବଂସ କରିପାରିବ।

ଡିଆରଡିଓ ଭାରତ ଇଲୋକ୍ଟ୍ରୋନିକ ଓ ଭାରତ ଡାଇନମିକ୍ସର ସହାୟତାରେ ଏହି କ୍ଷେପଣାସ୍ତ୍ରର ବିକାଶ କରିଛି। ଏହାର ପ୍ରଥମ ପରୀକ୍ଷା ୨୦୧୭ ମସିହା ଜୁନ ୪ ତାରିଖରେ କରାଯାଇଥିଲା।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଚାନ୍ଦିପୁର ସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର 3 ନମ୍ବର ଉତକ୍ଷେପଣ କେନ୍ଦ୍ର ରୁ ଆଜି କ୍ୟୁ ଆର୍ ସାମ୍ ର ପରୀକ୍ଷଣ ସକାଳ 11 ଟା 49ମିନିଟରେ କରାଯାଇଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳ ରେ ନିର୍ମିତ ଭୁ ପୃଷ୍ଠ ରୁ ଆକାଶ କୁ ନିକ୍ଷେପ କରାଯାଇ ପାରୁଥିବା ଏହାର ଲକ୍ଷ୍ୟ ଭେଦି କ୍ଷମତା 30 କିଲୋମିଟର ରହିଛି।

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର କୁଇକ୍ ରିଆକ୍‌ସନ୍‌ ସରଫେସ୍‌ ଟୁ ଏୟାର ମିଜାଇଲ ବା QR-SAM ର ଏହା ସଫଳତାର ସହିତ ଲକ୍ଷ ଭେଦ କରିଥିଲା । ଏହି କ୍ଷେପଣାସ୍ତ୍ରଟି ଯେ କୌଣସି ସ୍ଥାନରୁ ମୋବାଇଲ୍‌ ଲଞ୍ଚର ସହାଯ୍ୟରେ ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଧ୍ବଂସ କରିପାରିବ। ଡିଆରଡିଓ ଭାରତ ଇଲେକ୍ଟ୍ରୋନିକ ଓ ଭାରତ ଡାଇନମିକସ୍ ର ସହାୟତାରେ ଏହି କ୍ଷେପଣାସ୍ତ୍ରର ବିକାଶ କରିଛି। ଏହାର ପ୍ରଥମ ପରୀକ୍ଷା ୨୦୧୭ ମସିହା ଜୁନ ୪ ତାରିଖରେ କାରାଯାଇଥିଲା। Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.