ETV Bharat / state

6 ଘଣ୍ଟିଆ ବନ୍ଦ ପାଇଁ ଜିଲ୍ଲା କଂଗ୍ରେସର ସଜବାଜ - ଜିଲ୍ଲା କଂଗ୍ରେସର ଓଡିଶା ବନ୍ଦ

ବାଲେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସନ୍ତା 12 ତାରିଖରେ 6 ଘଣ୍ଟିଆ ଓଡିଶା ବନ୍ଦ ପାଇଁ କଂଗ୍ରେସ ଆହ୍ବାନ ଦେଇଛି । ଅଧିକ ପଢନ୍ତୁ...

6 ଘଣ୍ଟିଆ ବନ୍ଦ ପାଇଁ ଜିଲ୍ଲା କଂଗ୍ରେସର ସଜବାଜ

author img

By

Published : Nov 11, 2021, 1:12 PM IST

ବାଲେଶ୍ବର: ବାଲେଶ୍ଵର ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରିଙ୍କ ନେତୃତ୍ତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ବାଲେଶ୍ଵର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆସନ୍ତା 12 ତାରିଖ ଓଡିଶା ବନ୍ଦ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା ।

6 ଘଣ୍ଟିଆ ବନ୍ଦ ପାଇଁ ଜିଲ୍ଲା କଂଗ୍ରେସର ସଜବାଜ

କଳାହାଣ୍ଡିର ଶିକ୍ଷୟିତ୍ରୀ ମମିତା ମହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ଗୋବିନ୍ଦ ସାହୁଙ୍କୁ ପୋଲିସ ଗିରଫ କରିଛି ସତ, ହେଲେ ହତ୍ୟାକାଣ୍ଡର କାରଣ ଉନ୍ମୋଚନ କାହିଁକି କରୁନାହିଁ ବୋଲି ପ୍ରଶ୍ନ କରାଯାଇଛି । ଏହାସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ମିଶ୍ରଙ୍କ ସମ୍ପୃକ୍ତି ରହିଥିବା ଯୋଗୁଁ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରୁଥିବା ଅଭିଯୋଗ କରିଛି କଂଗ୍ରେସ।

ଏହାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି ଅନୁସାରେ ଆସନ୍ତା 12 ତାରିଖ ସକାଳ 6 ରୁ ମଧ୍ୟାହ୍ନ 12 ଟା ଯାଏଁ ବନ୍ଦ ପାଳନ କରାଯିବ। ଏଥିପାଇଁ ବାଲେଶ୍ଵରବାସୀଙ୍କ ସହଯୋଗ ଲୋଡିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.