ETV Bharat / state

ସରକାରର ଦୋଷ ଦୁର୍ବଳତାକୁ ପ୍ରଚାର କରିବ ସିପିଆଇଏମ - କାଳିଆ ଯୋଜନା ପ୍ରହସନ

ବାଲେଶ୍ବର ଜିଲ୍ଲାରେ ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦ) 22 ତାରିଖରୁ ଏକ ମାସ ପର୍ଯ୍ୟନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଫଳତାକୁ ପ୍ରତି ଘରେ ଘରେ ପ୍ରଚାର କରିବ । ଦେଶରେ ଲାଗି ରହିଥିବା ଅର୍ଥନୈତିକ ମାନ୍ଦାବସ୍ଥା,ବେକାରୀ ସମସ୍ୟା ବୃଦ୍ଧି, କାଳିଆ ଯୋଜନା ପ୍ରହସନ କୁ ଲୋକଲୋଚନକୁ ଆଣିବେ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 21, 2019, 1:13 AM IST

Updated : Sep 21, 2019, 6:50 AM IST

ବାଲେଶ୍ବର : ଆସନ୍ତା 22 ତାରିଖରୁ ଏକ ମାସ ଯାଏ ସିପିଆଇଏମ ପକ୍ଷରୁ ଘର ଘର ବୁଲି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୋଷ ଦୁର୍ବଳତା ଉପରେ ପ୍ରଚାର କରାଯିବ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

ବର୍ତ୍ତମାନ ଦେଶର ଅର୍ଥନୈତିକ କ୍ଷେତ୍ରରେ ଦେଖାଦେଇଥିବା ମାନ୍ଦାବସ୍ଥା, ବେକାରୀ ସମସ୍ୟା ବୃଦ୍ଧି, ସମ୍ବିଧାନ ଉପରେ ଆକ୍ରମଣ ପ୍ରସଙ୍ଗ ଲୋକଙ୍କ ପାଖରେ ପହଞ୍ଚାଇବେ। ରାଜ୍ୟ ସରକାରଙ୍କ କାଳିଆ ଯୋଜନା ପ୍ରହସନ, ରାଜ୍ୟରେ ଶିକ୍ଷା ଓ ସ୍ବାସ୍ଥ୍ୟବସ୍ଥାର ବିପର୍ଯ୍ୟୟ ଆଦିକୁ ନେଇ ସିପିଆଇଏମ ଘରଘର ବୁଲି ପ୍ରଚାର କରିବ। ଏହା ସହ ପ୍ରତି ବ୍ଲକରେ ପଥପ୍ରାନ୍ତ ସଭା ଆୟୋଜନ କରାଯିବ ବୋଲି ଜଣାପଡିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ

Intro:Body:ଆସନ୍ତା 22 ତାରିଖରୁ ଏକମାସ ଯାଏ ସିପିଆଇଏମ ପକ୍ଷରୁ ଘରଘର ବୁଲି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୋଷ ଦୁର୍ବଳତା ଉପରେ ପ୍ରଚାର କରାଯିବ। ଦେଶର ଅର୍ଥନୈତିକ ମାନ୍ଦାବସ୍ଥା, ବେକାରୀ ବୃଦ୍ଧି, ସମ୍ବିଧାନ ଉପରେ ଆକ୍ରମଣ, ରାଜ୍ୟ ସରକାରଙ୍କ କାଳିଆ ଯୋଜନା ପ୍ରହସନ, ରାଜ୍ୟରେ ଶିକ୍ଷା ଓ ସ୍ବାସ୍ଥ୍ୟବସ୍ଥାର ବିପର୍ଯ୍ୟୟ ଆଦିକୁ ନେଇ ସିପିଆଇଏମ ଘରଘର ବୁଲି ପ୍ରଚାର କରିବ। ଏହାସହ ପ୍ରତି ବ୍ଲକରେ ପଥପ୍ରାନ୍ତ ସଭା ଆୟୋଜନ କରାଯିବ ବୋଲି ଜଣାପଡିଛି।Conclusion:
Last Updated : Sep 21, 2019, 6:50 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.