ETV Bharat / state

ବିଭିନ୍ନ ଦାବି ନେଇ ରାଜରାସ୍ତାରେ ପାଚିକା ସଂଘ

ବିଭିନ୍ନ ଦାବି ନେଇ ସହରର ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାମାନେ ବିକ୍ଷୋଭକୁ ଓହ୍ଲାଇଛନ୍ତି ।

author img

By

Published : Sep 8, 2019, 1:23 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ବିଭିନ୍ନ ଦାବି ନେଇ ସହରର ମଧ୍ୟାହ୍ନ ଭୋଜନ ପାଚିକା ସହାୟିକାମାନେ ବିକ୍ଷୋଭକୁ ଓହ୍ଲାଇଛନ୍ତି । ଏନେଇ ଷ୍ଟେସନ ଛକରୁ ଏକ ଶୋଭାଯାତ୍ରାରେ ବିକ୍ଷୋଭକାରୀମାନେ ବାହାରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ ମଧ୍ୟାହ୍ନ ଭୋଜନ କର୍ମୀଙ୍କୁ ଘରୋଇକରଣ ବନ୍ଦ କରିବା, ଅବସର ବୟସ ବୃଦ୍ଧି କରିବା, 2018 ଜାନୁଆରୀ ମାସଠାରୁ 2 ହଜାର ଟଙ୍କା ଭତ୍ତା ପ୍ରଦାନ କରିବା ଭଳି ଦାବି ଉଠାଇଥିଲେ ପାଚିକା ସଂଘ । ଏନେଇ ବିକ୍ଷୋଭକାରୀମାନେ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିଭିନ୍ନ ଦାବି ନେଇ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଷ୍ଟେସନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଅଫିସ ଆଗରେ ପହଞ୍ଚିଥିଲେ। ମଧ୍ୟାହ୍ନ ଭୋଜନ କର୍ମୀଙ୍କୁ ଘରୋଇକରଣ ବନ୍ଦ କରିବା, ଅବସର ବୟସ ବୃଦ୍ଧି କରିବା, 2018 ଜାନୁଆରୀ ମାସ ଠାରୁ 2 ହଜାର ଟଙ୍କା ଭତ୍ତା ପ୍ରଦାନ କରିବା ଭଳି ଦାବି ଉଠିଥିଲା। ଏନେଇ ପାଚିକା ସହାୟିକାମାନେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.