ETV Bharat / state

ବାଲେଶ୍ଵର ସଦର ଉପନିର୍ବାଚନ: କଂଗ୍ରେସର ପ୍ରସ୍ତୁତି ଆରମ୍ଭ - ଉପନିର୍ବାଚ

ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ବୈଠକରେ ସବୁ ପଞ୍ଚାୟତ ସ୍ତରରେ ଦଳର ସଂଗଠନ ସୁଦୃଢ଼ କରିବା ପାଇଁ ଆହ୍ବାନ ଦିଆଯାଇଛି।

ବାଲେଶ୍ଵର ସଦର ଉପନିର୍ବାଚନ: ଆରମ୍ଭ ହେଲା କଂଗ୍ରେସର ପ୍ରସ୍ତୁତି

author img

By

Published : Aug 7, 2020, 7:17 PM IST

Updated : Aug 7, 2020, 9:29 PM IST

ବାଲେଶ୍ଵର: ବାଲେଶ୍ବର ସଦର ବିଧାୟକଙ୍କ ଦେହାନ୍ତ ପରେ ସବୁ ଦଳର ନଜର ଏବେ ଉପ ନିର୍ବାଚନ ଉପରେ। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନିଜର ସ୍ଥିତି ସୁଧାରିବା ପାଇଁ ପ୍ରୟାସ ଆରମ୍ଭ କରିଛି। ତେବେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ବୈଠକରେ ସବୁ ପଞ୍ଚାୟତ ସ୍ତରରେ ଦଳର ସଂଗଠନ ସୁଦୃଢ଼ କରିବା ପାଇଁ ଆହ୍ବାନ ଦିଆଯାଇଛି। ବିଶେଷ କରି ସଦର ଉପନିର୍ବାଚନ ପାଇଁ ଅଧିକ ଗୁରୁତ୍ବ ଦିଆଯାଇଥିଲା।

ବାଲେଶ୍ଵର ସଦର ଉପନିର୍ବାଚନ: କଂଗ୍ରେସର ପ୍ରସ୍ତୁତି ଆରମ୍ଭ

ଅନ୍ୟପଟେ ସାଂସଦ ପ୍ରତିନିଧି ଭାବେ ଚଳିତ ଥର ପ୍ରତିଦ୍ବନ୍ଦିତା କରିଥିବା କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ଉପ-ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ନଵଜ୍ୟୋତି ଖୋଦ ଏହାକୁ ଖଣ୍ଡନ କରିଛନ୍ତି। ସେ ଦଳର ଜଣେ କର୍ମୀ ଭାବେ ସମସ୍ତ ଦାୟିତ୍ବ ବହନ କରିବେ ବୋଲି କହିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Aug 7, 2020, 9:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.