ETV Bharat / state

'ନୋଟାରେ ନୁହେଁ ସଠିକ ପ୍ରାର୍ଥୀଙ୍କୁ ବାଛନ୍ତୁ'

ବାଲେଶ୍ବରରେ 29 ତାରିଖରେ ଭୋଟିଂ ହେବାକୁ ଥିବାବେଳେ ପ୍ରଚାର ମଧ୍ୟ ଜୋରଦାର ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଏକ ନିଆରା ଢଙ୍ଗରେ ଜନତାଙ୍କୁ ମତଦାନ ସମ୍ପର୍କରେ ସଚେତନ କରାଇଥିଲେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଯୁବ ଗୋଷ୍ଠୀ ।

author img

By

Published : Apr 20, 2019, 9:48 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଚାଲିଛି ଗଣତନ୍ତ୍ରର ମହାପର୍ବ । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆହୁରି 2ଟି ପର୍ଯ୍ୟାୟ ମତଦାନ ବାକି ଅଛି । ତୃତୀୟ ପର୍ଯ୍ୟାୟ 23 ଓ ଆସନ୍ତା ଏପ୍ରିଲ 29ରେ ଚତୁର୍ଥ ପର୍ଯ୍ୟାୟରେ ପଡିବ ଭୋଟ । ତେବେ ବାଲେଶ୍ବରରେ 29 ତାରିଖରେ ଭୋଟିଂ ହେବାକୁ ଥିବାବେଳେ ପ୍ରଚାର ମଧ୍ୟ ଜୋରଦାର ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଏକ ନିଆରା ଢଙ୍ଗରେ ଜନତାଙ୍କୁ ମତଦାନ ସମ୍ପର୍କରେ ସଚେତନ କରାଇଥିଲେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଯୁବ ଗୋଷ୍ଠୀ । ତେବେ ଟାଣଖରାରେ ଘରକୁ ଘର ବୁଲି କିଭଳି ଭୋଟରଙ୍କୁ ସଚେତନ କରାଇଛନ୍ତ, ତାଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ବାଲେଶ୍ବର ସମ୍ବାଦଦାତା ଜୀବନଜ୍ୟୋତି ନାୟକ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ତେବେ ମତଦାନ ହେଉଛି ପ୍ରତିଟି ନାଗରିକଙ୍କ ଅଧିକାର । ନିଜର ବହୁମୂଲ୍ୟ ମତକୁ ନୋଟାରେ ନଦେଇ ଭୋଟ ସଠିକ ପ୍ରାର୍ଥୀଙ୍କୁ ବାଛିବା ସହ ଏକ ନୂତନ ଭାରତ ଗଠନର ଆହ୍ବାନ ଦେଇଛନ୍ତି ଯୁବଗୋଷ୍ଠୀ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

'ନୋଟାରେ ନୁହେଁ ସଠିକ ପ୍ରାର୍ଥୀଙ୍କୁ ବାଛନ୍ତୁ'

ବାଲେଶ୍ବର: ଚାଲିଛି ଗଣତନ୍ତ୍ରର ମହାପର୍ବ । ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ଆହୁରି 2ଟି ପର୍ଯ୍ୟାୟ ମତଦାନ ବାକି ଅଛି । ତୃତୀୟ ପର୍ଯ୍ୟାୟ 23 ଓ ଆସନ୍ତା ଏପ୍ରିଲ 29ରେ ଚତୁର୍ଥ ପର୍ଯ୍ୟାୟରେ ପଡିବ ଭୋଟ । ତେବେ ବାଲେଶ୍ବରରେ 29 ତାରିଖରେ ଭୋଟିଂ ହେବାକୁ ଥିବାବେଳେ ପ୍ରଚାର ମଧ୍ୟ ଜୋରଦାର ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ଏକ ନିଆରା ଢଙ୍ଗରେ ଜନତାଙ୍କୁ ମତଦାନ ସମ୍ପର୍କରେ ସଚେତନ କରାଇଥିଲେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଯୁବ ଗୋଷ୍ଠୀ । ତେବେ ଟାଣଖରାରେ ଘରକୁ ଘର ବୁଲି କିଭଳି ଭୋଟରଙ୍କୁ ସଚେତନ କରାଇଛନ୍ତ,  ତାଙ୍କ ସହ ଅଧିକ ଆଲୋଚନା କରିଥିଲେ ଆମ ବାଲେଶ୍ବର ସମ୍ବାଦଦାତା ଜୀବନଜ୍ୟୋତି ନାୟକ।

ତେବେ ମତଦାନ ହେଉଛି ପ୍ରତିଟି ନାଗରିକଙ୍କ ଅଧିକାର । ନିଜର ବହୁମୂଲ୍ୟ ମତକୁ ନୋଟାରେ ନଦେଇ ଭୋଟ ସଠିକ ପ୍ରାର୍ଥୀଙ୍କୁ ବାଛିବା ସହ ଏକ ନୂତନ ଭାରତ ଗଠନର ଆହ୍ବାନ ଦେଇଛନ୍ତି ଯୁବଗୋଷ୍ଠୀ । 

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.