ETV Bharat / state

ହାଇଦ୍ରାବାଦ ପୀଡିତାଙ୍କୁ ନ୍ୟାୟ ଦାବିରେ କ୍ୟାଣ୍ତେଲ ଶୋଭାଯାତ୍ରା - ପଶୁ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ

ବହୁଚର୍ଚ୍ଚିତ ପ୍ରାଣୀଧନ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ କରି ଜୀଅନ୍ତା ପୋଡ଼ି ମାରିଦେବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୋମବାର ଏନେଇ ବାଲେଶ୍ବର ଜିଲ୍ଲାରେ ପ୍ରତିବାଦ ସ୍ବରୂପ ମହମବତୀ ଶୋଭାଯାତ୍ରା କରାଯାଇଛି।

candel march for hyderabad victim
ନ୍ୟାୟ ଦାବିରେ କ୍ୟାଣ୍ତେଲ ଶୋଭାଯାତ୍ରା
author img

By

Published : Dec 2, 2019, 10:15 PM IST

ବାଲେଶ୍ବର: ବହୁଚର୍ଚ୍ଚିତ ପ୍ରାଣୀଧନ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ କରି ଜୀଅନ୍ତା ପୋଡ଼ି ମାରିଦେବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୋମବାର ଏନେଇ ବାଲେଶ୍ବର ଜିଲ୍ଲାରେ ପ୍ରତିବାଦ ସ୍ବରୂପ ମହମବତୀ ଶୋଭାଯାତ୍ରା କରାଯାଇଛି। ଏକ ଘରୋଇ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଅପରାଧୀଙ୍କୁ କଠୋର ଦଣ୍ଡ ଦାବି କରିବା ସହ ପୀଡିତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସହରର ଫାଣ୍ଡିଛକରୁ ଏକ ମୋହମବତୀ ଶୋଭାଯାତ୍ରାରେ ବାହାରି ଛାତ୍ରଛାତ୍ରୀ ସହର ପରିକ୍ରମା କରିଥିଲେ।

ନ୍ୟାୟ ଦାବିରେ କ୍ୟାଣ୍ତେଲ ଶୋଭାଯାତ୍ରା

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ହାଇଦ୍ରାବାଦ ର ବହୁଚର୍ତିତ ପ୍ରାଣୀ ଚିକିତ୍ସକ ପ୍ରିୟଙ୍କା ରେଡ୍ଡୀ ଙ୍କୁ ଦୃର୍ବୁତ୍ତ ମାନେ ଗଣ ଦୁଷ୍କର୍ମ କରି ଜୀଅନ୍ତା ପୋଡ଼ି ମାରିଦେବା ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଆଜି ବାଲେଶ୍ଵର ଠାରେ ଏହି ଘଟଣାର ପ୍ରତିବାଦ ସ୍ବରୂପ ମହମବତୀ ଶୋଭାଯାତ୍ରା କରାଯାଇଛି।
ଏକ ଘରୋଇ ଶିକ୍ଷାଅନୁଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ଅପରାଧୀଙ୍କୁ କଠୋର ଦଣ୍ଡ ଦାବି କରିବା ସହ ପ୍ରିୟଙ୍କାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସହରର ଫାଣ୍ଡିଛକରୁ ଏକ ମୋହମବତୀ ଶୋଭାଯାତ୍ରାରେ ବାହାରି ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରିଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.