ETV Bharat / state

ଓଲଟିଲା ଯାତ୍ରୀବାହୀ ବସ, 20ରୁ ଅଧିକ ଯାତ୍ରୀ ଆହତ

author img

By

Published : Mar 14, 2021, 5:56 PM IST

ବାଲେଶ୍ଵର ଜିଲ୍ଲା ସୋର ତହସିଲ ସମ୍ମୁଖ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ବସ । ଯେଉଁଥିରେ 20ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଅଧିକ ପଢନ୍ତୁ...

ଓଲଟିଲା ଯାତ୍ରୀବାହୀ ବସ
ଓଲଟିଲା ଯାତ୍ରୀବାହୀ ବସ

ବାଲେଶ୍ବର: ଭାରସାମ୍ୟ ହରାଇ ଓଲଟିଲା ବସ । 20ରୁ ଉର୍ଦ୍ଧ୍ବ ଆହତ । ବାଲେଶ୍ଵର ଜିଲ୍ଲା ସୋର ତହସିଲ ସମ୍ମୁଖ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଓଲଟିଲା ବସ । ଯେଉଁଥିରେ 20ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି।

ଓଲଟିଲା ଯାତ୍ରୀବାହୀ ବସ

ଭୁବନେଶ୍ବରରୁ ବାଲେଶ୍ଵର ଯାଉଥିବା ଚକାଡୋଳା ନାମକ ଏକ ଯାତ୍ରୀବାହୀ ବସ ୧୬ନଂ ଜାତୀୟ ରାଜପଥ ସୋର ତହସିଲ ସମ୍ମୁଖରେ ଭାରସାମ୍ୟ ହରାଇ ଓଲଟି ପଡିଛି। ସୋର ପୋଲିସ ଓ ସ୍ଥାନିୟ ଲୋକଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ଥିବାବେଳେ ଆହତଙ୍କୁ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି। ଡ୍ରାଇଭର ଓ ହେଲ୍ପର ଫେରାର ଥିବା ସୂଚନା ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.