ETV Bharat / state

ଜଳେଶ୍ବରରୁ 7 ଲକ୍ଷର ବ୍ରାଉନ ସୁଗାର ଜବତ, ପଶ୍ଚିମବଙ୍ଗର ବେପାରି ଗିରଫ - ବ୍ରାଉନସୁଗାର ଚାଲାଣ

ପୁଣି ଜଳେଶ୍ବରରୁ ଜବତ ହେଲା ଧଳା ଜହର । ପଶ୍ଚିମବଙ୍ଗରୁ ବାଲେଶ୍ବରକୁ ଚାଲାଣ କରୁଥିବା ଜଣେ ବେପାରୀଙ୍କକୁ ବି ବନ୍ଧିଲା ବଲେଶ୍ବର ପୋଲିସ । ତେବେ ଏହି ଚେର କେତେ ଦୂର ଲମ୍ବିଛି ତାହାକୁ ନେଇ ତନାଘନା ଆରମ୍ଭ ହୋଇଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ଵର
author img

By

Published : Oct 17, 2019, 11:07 PM IST

ବାଲେଶ୍ଵର: ରାଜ୍ୟରେ ବ୍ରାଉନ ସୁଗାର ବେପାର ଥମିବାରେ ନାଁ ନେଉ ନାହିଁ । ବିଶେଶ କରି ଖୋଦ୍ଧାରେ ଏହାର ବିପୁଳ କାରବାର ଚାଲୁଥିବା ବେଳେ ଏବେ ଏହା ବାଲେଶ୍ବରକୁ ବ୍ୟାପିଛି। ଗୁରୁବାର ଜଳେଶ୍ବରରୁ 70 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି । ଏହି ମାମଲାରେ ପଶ୍ଚିମବଙ୍ଗର ଜଣେ ବେପାରିଙ୍କୁ ବି ଗିରଫ କରାଯାଇଛି ।

ପୁଣି ଜବତ ହେଲା ବ୍ରାଉନ ସୁଗର

ଜବତ ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ 7 ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି । ଏହି ଧଳା ଜହର କାରବାର ପଶ୍ଚିମବଙ୍ଗରୁ ଓଡିଶାକୁ ବ୍ୟାପିବାରେ ଲାଗିଛି । ତେବେ ଏହି ଚାଲାଣରେ ଆଉ କେଉଁମାନେ ସାମିଲ ଅଛନ୍ତି ତାହାକୁ ନେଇ ପୋଲିସର ତଦନ୍ତ ଜାରି ରହିଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ବାଲେଶ୍ଵରରେ ବ୍ରାଉନସୁଗର ବେପାର ଥମିବାରେ ନାଁ ନେଉନି। ପୁଣି ଜବଦ ହେଲା ବ୍ରାଉନସୁଗାର। ପଶ୍ଚିମବଙ୍ଗରୁ ଜଳେଶ୍ବର କୁ ବ୍ରାଉନସୁଗାର ଚାଲାଣ କରୁଥିବା ବେଳେ ଧରିଲା ଜଳେଶ୍ବର ପୋଲିସ। 70 ଗ୍ରାମର ବ୍ରାଉନସୁଗାର ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ। ଯାହାର ଆନୁମାନିକ ମୂଲ୍ଯ 7 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ। ଗିରଫ ବ୍ୟକ୍ତିଙ୍କ ଘର ପଶ୍ଚିମବଙ୍ଗ ବୋଲି ଜଣାପଡ଼ିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.