ETV Bharat / state

ଡରାଉଛି ଫାଇନ, ଆରଟିଓ ସାମ୍ନାରେ ଲମ୍ବା ଲାଇନ - RTO BALASORE

ନୂଆ ମୋଟର ଯାନ ଆଇନ ସମସ୍ତଙ୍କୁ ଭୟଭୀତ କରି ରଖିଛି । ମୋଟା ଅଙ୍କର ଫାଇନ ଲାଗୁ ହେବା ପରଠୁ ନାହିଁନଥିବା ଭିଡ ଜମିଛି ବାଲେଶ୍ବର ଆରଟିଓ ସାମ୍ନାରେ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର
author img

By

Published : Sep 13, 2019, 5:44 PM IST

ବାଲେଶ୍ବର: ନୂଆ ମୋଟର ଯାନ ଆଇନ ସମସ୍ତଙ୍କୁ ଭୟଭୀତ କରି ରଖିଛି । ମୋଟା ଅଙ୍କର ଫାଇନ ଲାଗୁ ହେବା ପରଠୁ ନାହିଁନଥିବା ଭିଡ ଜମିଛି ଆରଟିଓ ସାମ୍ନାରେ । ଲୋକମାନେ ଗାଡି କାଗଜ ପତ୍ର ସାଙ୍ଗକୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆରଟିଓରେ ଲମ୍ବା ଲାଇନ ଲଗାଉଛନ୍ତି।

ଲୋକଙ୍କ ଭିଡ଼ ଓ ବ୍ୟସ୍ତତାକୁ ନେଇ ଅସାଧୁତା ବଢିଛି କି, ସେ ବିଷୟରେ ଲାଇନରେ ଛିଡା ହୋଇଥିବା ଲୋକଙ୍କ ସହ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା। ଦେଖନ୍ତୁ ଏହି ଭିଡିଓ...

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବାଲେଶ୍ବର

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଏବେ ଆର ଟି ଓ ଅଫିସରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି।

Body:ଲୋକମାନେ ଗାଡି କାଗଜ ପତ୍ର ସାଙ୍ଗକୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆର ଟିଓ ଅଫିସରେ ଲମ୍ବା ଲାଇନ ଲଗାଉଛନ୍ତି। ଲୋକଙ୍କ ଭିଡ଼ ଓ ବ୍ୟସ୍ତତାକୁ ନେଇ ଅସାଧୁତା ବଢିଛି କି, ସେ ବିଷୟରେ ଲାଇନ ରେ ଛିଡା ହୋଇଥିବା ଲୋକଙ୍କ ସହ ଆମେ କରିଥିଲୁ ଆଲୋଚନା।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.