ETV Bharat / state

ଭାରତୀୟ କ୍ଷେତ ମଜଦୁର ୟୁନିୟନର ବିକ୍ଷୋଭ

ବାଲେଶ୍ବର ଚାନ୍ଦିପୁର ଅଞ୍ଚଳରେ ଥିବା ସରକାରୀ ଜମି ବେଆଇନ ଭାବେ ବିକ୍ରି କରାଯାଉଥିବା ଅଭିଯୋଗ କରି  ଭାରତୀୟ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jan 13, 2020, 3:24 PM IST

BKMU protest in balesore
ଭାରତୀୟ କ୍ଷେତ ମଜଦୁର ୟୁନିଅନର ବିକ୍ଷୋଭ

ବାଲେଶ୍ବର: ଚାନ୍ଦିପୁର ଅଞ୍ଚଳରେ ଥିବା ସରକାରୀ ଜମି ବେଆଇନ ଭାବେ ବିକ୍ରି କରାଯାଉଥିବା ଅଭିଯୋଗ କରି ଭାରତୀୟ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଷ୍ଟେସନ ଛକରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଥିଲା।

ଭାରତୀୟ କ୍ଷେତ ମଜଦୁର ୟୁନିଅନର ବିକ୍ଷୋଭ

ଏହାସହ ୟୁନିୟନ ପକ୍ଷରୁ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରାଯାଇଥିଲା । ଚାନ୍ଦିପୁର ଅଞ୍ଚଳରେ ଥିବା ସରକାରୀ ଜମି ଚିହ୍ନଟ କରି ଭୂମିହୀନମାନଙ୍କୁ ତୁରନ୍ତ ପଟ୍ଟା ଯୋଗାଇ ଦେବା ପାଇଁ ଦାବି ହୋଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଭାରତୀୟ କ୍ଷେତ ମଯଦୁର ୟୁନିଅନ ପକ୍ଷରୁ ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଷ୍ଟେସନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରାଯାଇଥିଲା। ୟୁନିଅନ ପକ୍ଷରୁ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରାଯାଇଥିଲା। ଏହାସହ ଚାନ୍ଦିପୁର ଅଞ୍ଚଳରେ ଥିବା ସରକାରୀ ଜମି ବେଆଇନ ଭାବେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ସରକାରୀ ଜମି ଚିହ୍ନଟ କରି ଭୂମିହୀନ ମାନଙ୍କୁ ତୁରନ୍ତ ପଟ୍ଟା ଯୋଗାଇଦେବା ପାଇଁ ଦାବି ହୋଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.