ETV Bharat / state

ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ

ଭିଜିଲାନ୍ସ ଜାଲରେ ଅଧ୍ୟାପକ। 3 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ । ଘର ସମେତ 4ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢାଉ କରିଛି ।

author img

By

Published : Feb 15, 2019, 5:03 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର
ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର
ବାଲେଶ୍ୱର: ଭିଜିଲାନ୍ସ ଜାଲରେ ଅଧ୍ୟାପକ। ବାଲେଶ୍ୱର ଜିଲ୍ଲା ସୋର ତଳନଗର ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ରାମଚନ୍ଦ୍ର ଉପାଧ୍ୟାୟଙ୍କ ଘର ସମେତ 4ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢାଉ କରିଛି । ବାଲେଶ୍ୱରର 5 ଜଣିଆ ଟିମ ଚଢାଉ ବେଳେ 3 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଛନ୍ତି ।
undefined

ରାମଚନ୍ଦ୍ରଙ୍କ ବାହାନଗା ବ୍ଲକ ଆସିମିଳାରେ ଥିବା ବାସଭବନ ସମେତ ମହାବିଦ୍ୟାଳୟର 2 ଟି କୋଠାରେ ଚଢାଉ କରାଯାଇଥିଲା । ସୁନା, ରୁପା ସହିତ ବହୁ ପରିମାଣର ଟଙ୍କା ଜବତ କରାଯାଇଥିବା ଜଣାପଡିଛି ।

ବାଲେଶ୍ୱରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.