ETV Bharat / state

ଅମାନିଆଙ୍କ ପାଇଁ କଠୋର ହେଉଛି ପ୍ରଶାସନ

author img

By

Published : Jun 23, 2021, 1:48 PM IST

ଅମାନିଆଙ୍କ ପାଇଁ କଠୋର ହେଉଛି ପ୍ରଶାସନ । ଲୁଗା ଦୋକାନୀଙ୍କ ଉପରେ ପୋଲିସ ଲଗାଇଛି ଜୋରିମାନା । ଅଧିକ ପଢନ୍ତୁ...

baleswar police collected fine some cloth stores in baleswar due to covid guideline violation
ଅମାନିଆଙ୍କ ପାଇଁ କଠୋର ହେଉଛି ପ୍ରଶାସନ

ବାଲେଶ୍ବର: କୋଭିଡ କଟକଣା ଅମାନ୍ୟ କରୁଥିବା କିଛି ଦୋକାନୀଙ୍କ ଉପରେ ନଜର ରଖୁଛି ପୋଲିସ। ଏହି ପ୍ରକ୍ରିୟାରେ ବାଲେଶ୍ଵର ସହରର କିଛି ଅମାନିଆ ଲୁଗା ଦୋକାନୀଙ୍କ ଉପରେ ପୋଲିସ ଲଗାଇଛି ଜରିମାନା। ଗୋଟେପଟେ ଜିଲ୍ଲାରେ ସଂକ୍ରମଣ ରୋକିବାରେ ନାଁ ନେଉନଥିବା ବେଳେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ ନେଉଛି ପଦକ୍ଷେପ।

ଅମାନିଆଙ୍କ ପାଇଁ କଠୋର ହେଉଛି ପ୍ରଶାସନ

ଜିଲ୍ଲାରେ ଦୈନିକ 4 ହଜାର ଟେଷ୍ଟ କରାଯାଉଥିବା ବେଳେ ସରକାରଙ୍କ ଦ୍ବାରା ଲୋକଙ୍କୁ ସତର୍କ ରହିବା ପାଇଁ କୁହାଯାଉଛି । ହେଲେ ସେଥିପ୍ରତି ଲୋକଙ୍କ ନିଘା ନଥିବା ଦେଖିବାକୁ ମିଳୁଛି। ବଜାରରେ ଭିଡ଼ ସାଙ୍ଗକୁ ସାମାଜିକ ଦୂରତା ନିୟମ ମାନୁ ନଥିବା ସାମ୍ନାକୁ ଆସିଛି। ତେବେ ପୋଲିସ ଏ ଦିଗରେ ଅଧିକ ଯତ୍ନବାନ ହେବାର ଆଵଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.