ETV Bharat / state

ନୀଳଗିରି କଂଗ୍ରେସ ପ୍ରାର୍ଥୀଙ୍କୁ ଦଳରୁ ବିରୋଧ - mla

ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ନୀଳଗିରି ଯୁବଛାତ୍ର କଂଗ୍ରେସ ଓ ପୂର୍ବତନ ବିଧାୟକ ସମେତ ଶତାଧିକ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ନୀଳଗିରି ଏନ.ଏ.ସି. କଲ୍ୟାଣ ମଣ୍ଡପରେ ଏକ କର୍ମୀ ସମ୍ମିଳନୀ ଆୟୋଜନ କରିଥିଲେ । ରାଣୀଙ୍କ ପ୍ରାର୍ଥୀତ୍ବକୁ ମଧ୍ୟ ବିରୋଧ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Mar 24, 2019, 1:40 AM IST

ବାଲେଶ୍ୱର: ଟିକେଟ ବଣ୍ଟନରେ ବିଭ୍ରାଟକୁ ନେଇ କଂଗ୍ରେସରେ ଦେଖା ଦେଇଛି ଚରମ ବିବାଦ । ଗତକାଲି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେନୀଳଗିରି ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଭାବେ ରାଣୀ ମନୋଜା ମଞ୍ଜରୀ ଦେବୀଙ୍କ ନାମ ଘୋଷଣା କରାଯାଇଛି।

ମାତ୍ର ଏହାକୁ ନେଇ ନୀଳଗିରି କଂଗ୍ରେସରେ ଦେଖା ଦେଇଛି ବିଦ୍ରୋହ, ରାଣୀଙ୍କୁ ଟିକେଟ ଦେବାକୁ ନେଇ ୨ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ଅନୁସାରେ, ନୀଳଗିରି ବିଧାୟିକା ପ୍ରାର୍ଥୀ ଭାବେ ରାଣୀ ମନୋଜା ମଞ୍ଜରୀ ଦେବୀଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି ।

ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ନୀଳଗିରି ଯୁବଛାତ୍ର କଂଗ୍ରେସ ଓ ପୂର୍ବତନ ବିଧାୟକ ସମେତ ଶତାଧିକ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ନୀଳଗିରି ଏନ.ଏ.ସି. କଲ୍ୟାଣ ମଣ୍ଡପରେ ଏକ କର୍ମୀ ସମ୍ମିଳନୀ ଆୟୋଜନ କରିଥିଲେ। ରାଣୀଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରିଥିଲେ ।

ବାଲେଶ୍ୱରରୁ ଜୀବନ ଜ୍ୟୋତିନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.