ETV Bharat / state

ରାସ୍ତା ପାଇଁ ରାସ୍ତାରେ ବସ୍ତି ବାସିନ୍ଦା - ଆଇଟିଆଇର ପାଚେରୀ ନିର୍ମାଣକୁ ବିରୋଧ

ଆଇଟିଆଇର ପାଚେରୀ ନିର୍ମାଣକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ବାଲେଶ୍ବର ଆଇଆଇଟି ନିକଟସ୍ଥ ବସ୍ତି ବାସିନ୍ଦା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Aug 31, 2019, 3:04 PM IST

ବାଲେଶ୍ବର: ରାସ୍ତା ସମସ୍ୟା ନେଇ ରାସ୍ତାରେ ଧାରଣା ଦେଲେ ଆଇଟିଆଇ ନିକଟସ୍ଥ ବସ୍ତି ବସିନ୍ଦା । ଆଇଟିଆଇର ପାଚେରୀ ନିର୍ମାଣକୁ ନେଇ ପୂର୍ବରୁ ବହୁବାର ବିରୋଧ କରିଆସିଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଫଳରେ ଆଜି(ଶନିବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଜନ ଜୀବନ ସୁରକ୍ଷା ସମିତି ପକ୍ଷରୁ ଧାରଣା ଦେଇଛନ୍ତି ବସ୍ତିବାସିନ୍ଦା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବସ୍ତିକୁ ଥିବା 35 ପରିବାର ସହର ବାହାରକୁ ଯିବା ଆସିବା ପାଇଁ ଏକ ମାତ୍ର ରାସ୍ତା ଥିବାବେଳେ ଆଇଟିଆଇ ପକ୍ଷରୁ ତାହା ବନ୍ଦ କରି ଦିଆଯାଇଛି । ଯେଉଁଥି ପାଇଁ ବସ୍ତିବାସିନ୍ଦା ନାନା ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହୋଇଛି ।

ସେପଟେ, ରାସ୍ତାକୁ ଯିବା ଆସିବା ପାଇଁ ଆଇଟିଆଇ ପକ୍ଷରୁ ବସ୍ତିକୁ ଖୋଲାଯାଇଥିବା ରାସ୍ତାରେ ଯିବା ଆସିବା ସୁବିଧାଜନକ ନୁହେଁ ବୋଲି କହିଛନ୍ତି ବସ୍ତିବାସିନ୍ଦା । ତେଣୁ ତୁରନ୍ତ ଯିବା ଆସିବା ରାସ୍ତାର ସୁବନ୍ଦୋବସ୍ତ କରିବା ପାଇଁ ବସ୍ତିବାସିନ୍ଦା ଦାବି କରି ଗଣ ଧାରଣା ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ସହରର ଆଟିଆଇ ବସ୍ତି ବାସିନ୍ଦାଙ୍କ ରାସ୍ତା ସମସ୍ୟା ନେଇ ଉପୁଜିଥିବା ବିବାଦ ଥମିବାରେ ନାଁ ନେଉନି। ଆଇଟିଆଇ ପାଚେରୀ ନିର୍ମାଣକୁ ବିରୋଧ କରି ବସ୍ତି ବାସିନ୍ଦା ଆଜି ଜିଲ୍ଲାପାଳ ଅଫିସ ଆଗରେ ଜନ ଜୀବନ ସୁରକ୍ଷା ସମିତି ପକ୍ଷରୁ ଧାରଣା ଦିଆଯାଇଛି।

Body:ବସ୍ତିରେ ଥିବା 35 ପରିବାର ସହର ବାହାରକୁ ଯିବାଆସିବା ପାଇଁ ଏକମାତ୍ର ରାସ୍ତା ଥିବା ବେଳେ ଆଇଟିଆଇ ପକ୍ଷରୁ ତାହା ବନ୍ଦ କରି ଦିଆଯାଇଛି। ଯେଉଁଥିପାଇଁ ବସ୍ତି ଲୋକମାନେ ନାନା ଅସୁବିଧା ଭୋଗୁଥିବା ଜଣାପଡିଛି। ଆଇଟିଆଇ ପକ୍ଷରୁ ବସ୍ତିକୁ ଖୋଲାଯାଇଥିବା ରାସ୍ତାରେ ଯିବାଆସିବା ସୁବିଧା ଜନକ ନୁହେଁ ବୋଲି ବସ୍ତିବାସୀ ଅଭିଯୋଗ କରିଛନ୍ତି।

Conclusion:ତୁରନ୍ତ ଯିବା ଆସିବା ରାସ୍ତାର ସୁବନ୍ଦୋବସ୍ତ କରିବା ପାଇଁ ବସ୍ତିବାସୀ ଦାବି କରି ଗଣ ଧାରଣା ଦେଇଥିଲେ।
ବାଇଟ- ଛାତ୍ରୀ(ଧରଣାକାରୀ)
ବାଇଟ2- ଭାଗବତ ପ୍ରତିହାରୀ(ବସ୍ତି ସୁରକ୍ଷା ନେତା)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.