ETV Bharat / state

ବାଲେଶ୍ବର ଉପନିର୍ବାଚନ, ଶକ୍ତି ପ୍ରଦର୍ଶନ କଲା ମହିଳା ବିଜେଡି

author img

By

Published : Oct 31, 2020, 8:08 PM IST

ସଦର ଉପନର୍ବାଚନରେ ପ୍ରଚାର ସରଗରମ ହେଉଥିବା ବେଳେ ଏବେ ମୈଦାନକୁ ଓହ୍ଲାଇ ଶକ୍ତି ପ୍ରଦର୍ଶନ କରିଛି ମହିଳା ବିଜେଡି । ପଢନ୍ତୁ ଅଧିକ...

ଶକ୍ତି ପ୍ରଦର୍ଶନ କଲା ମହିଳା ବିଜେଡି
ଶକ୍ତି ପ୍ରଦର୍ଶନ କଲା ମହିଳା ବିଜେଡି

ବାଲେଶ୍ଵର: ସଦର ଉପନର୍ବାଚନରେ ପ୍ରଚାର ସରଗରମ ହେଉଥିବା ବେଳେ ଏବେ ମୈଦାନକୁ ଓହ୍ଲାଇ ଶକ୍ତି ପ୍ରଦର୍ଶନ କରିଛି ମହିଳା ବିଜେଡି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ସ୍କୁଟି ରାଲି କରି ଗଳିକନ୍ଦି ଭୋଟ ମାଗିଛି ସଂଗଠନ ।

ଶକ୍ତି ପ୍ରଦର୍ଶନ କଲା ମହିଳା ବିଜେଡି

ଜିଲ୍ଲା ବିଜେଡି କାର୍ଯ୍ୟାଳୟରୁ ଶତାଧିକ ମହିଳା ସ୍କୁଟି ରାଲି କରିଥିଲେ ଯେଉଁଥିରେ ଚଳଚିତ୍ର ଅଭିନେତ୍ରୀ ଏଲିନା ଦାଶ ସାମିଲ ହୋଇଥିଲେ । ମହିଳାମାନେ ସ୍କୁଟିରେ ପ୍ରାର୍ଥୀ ସ୍ବରୁପ ଦାସଙ୍କ ପାଇଁ ସହରର ବିଭିନ୍ନ ଗଳିକନ୍ଦି ବୁଲି ପ୍ରଚାର କରିଥିଲେ । ପ୍ରାର୍ଥୀଙ୍କ ଉପରେ ମହିଳାମାନଙ୍କ ଆଶୀର୍ବାଦ ରହିଛି, ଯେଉଁଠି ମା ମାନଙ୍କ ଆଶୀର୍ବାଦ ରହିଛି ସେଇଠି ବିଜୟ ସୁନିଶ୍ଚିତ ବୋଲି ମତ ପ୍ରକାଶ ପାଇଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.